ଆସନ୍ତାକାଲି ‘ଓଟିଭି’ର ମିନି ମାରାଥନ୍

ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ଏଡସ ଦିବସ। ଏଡସ ବିରୋଧରେ ସତେଚନତା ସୃଷ୍ଟି ପାଇଁ ‘ଓଟିଭି’ ଆୟୋଜନ କରୁଛି ମିନି ମାରାଥନ୍। ଏହି ଗଣଦୌଡ଼ ଆସନ୍ତାକାଲି ସକାଳ ୭ଟାରେ ଭୁବନେଶ୍ୱରସ୍ଥିତ କିଟ୍ ଷ୍ଟାଡିୟମରୁ ଆରମ୍ଭ ହେବ। ଏଥିରେ ସାମିଲ ହେବେ ପ୍ରତିଯୋଗୀ ଓ ବିଭିନ୍ନ ବର୍ଗର ଜଣାଶୁଣା ବ୍ୟକ୍ତି। ଏହା ଶେଷ ହେବ ଭୁବନେଶ୍ୱରର ସପ୍ତମ ବାଟାଲିୟନ୍ ଷ୍ଟାଡିୟମରେ। ସେଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ଏସ୍.ସି.ଜମିର। ପରେ […]

otv-marathone

otv-marathone

Rakesh Mallick
  • Published: Monday, 30 November 2015
  • Updated: 01 December 2015, 02:47 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ଏଡସ ଦିବସ। ଏଡସ ବିରୋଧରେ ସତେଚନତା ସୃଷ୍ଟି ପାଇଁ ‘ଓଟିଭି’ ଆୟୋଜନ କରୁଛି ମିନି ମାରାଥନ୍। ଏହି ଗଣଦୌଡ଼ ଆସନ୍ତାକାଲି ସକାଳ ୭ଟାରେ ଭୁବନେଶ୍ୱରସ୍ଥିତ କିଟ୍ ଷ୍ଟାଡିୟମରୁ ଆରମ୍ଭ ହେବ। ଏଥିରେ ସାମିଲ ହେବେ ପ୍ରତିଯୋଗୀ ଓ ବିଭିନ୍ନ ବର୍ଗର ଜଣାଶୁଣା ବ୍ୟକ୍ତି। ଏହା ଶେଷ ହେବ ଭୁବନେଶ୍ୱରର ସପ୍ତମ ବାଟାଲିୟନ୍ ଷ୍ଟାଡିୟମରେ। ସେଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ଏସ୍.ସି.ଜମିର। ପରେ ରକବ୍ୟାଣ୍ଡ କାର୍ଯ୍ୟକ୍ରମର ଆୟୋଜନ ହେବ। ଏହି ମିନି ମାରାଥନର ସିଧାପ୍ରସାରଣ ‘ଓଟିଭି’ରେ ଆସନ୍ତାକାଲି ସକାଳ ୬ଟା ୫୦ରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story