ଆସନ୍ତାକାଲି ଟୁଇନ୍ ସିଟି ଆସିବେ ରାହୁଲ ଗାନ୍ଧି

କଟକ/ ଭୁବନେଶ୍ୱର: ବରଗଡ଼ ଗସ୍ତ ସାରି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି। ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। କାର୍କେଡ୍ ରିହରସାଲ୍ କରି ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ମକଡ୍ରିଲ୍ କରିଛି। ପୂର୍ବରୁ ଆସିଥିବା ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍, ଏସପିଜି ବାହିନୀ ସହ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥାର ତର୍ଜମା କରାଯାଇଛି। ଭୁବନେଶ୍ୱର ଉତ୍କଳ ମଣ୍ଡପ, କଂଗ୍ରେସ ଭବନ ଓ ଷ୍ଟେଟ୍ ଗେଷ୍ଟ ହାଉସରେ ରାହୁଲଙ୍କ କାର୍ଯ୍ୟକ୍ରମ […]

rahul

rahul

Rakesh Mallick
  • Published: Thursday, 10 September 2015
  • Updated: 11 September 2015, 01:31 AM IST

Sports

Latest News

କଟକ/ ଭୁବନେଶ୍ୱର: ବରଗଡ଼ ଗସ୍ତ ସାରି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି। ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। କାର୍କେଡ୍ ରିହରସାଲ୍ କରି ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ମକଡ୍ରିଲ୍ କରିଛି। ପୂର୍ବରୁ ଆସିଥିବା ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍, ଏସପିଜି ବାହିନୀ ସହ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥାର ତର୍ଜମା କରାଯାଇଛି। ଭୁବନେଶ୍ୱର ଉତ୍କଳ ମଣ୍ଡପ, କଂଗ୍ରେସ ଭବନ ଓ ଷ୍ଟେଟ୍ ଗେଷ୍ଟ ହାଉସରେ ରାହୁଲଙ୍କ କାର୍ଯ୍ୟକ୍ରମ କିଭଳି ସୁଚାରୁ ଭାବେ ହୋଇପାରିବ, ସେ ନେଇ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।

ସେହିପରି ରାହୁଲ ଗାନ୍ଧି ଆସନ୍ତାକାଲି କଟକ ଯାଇ ସେଠାରେ ଶିଶୁଭବନ ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ କରିବେ। ରାହୁଲ ଗାନ୍ଧି ଭୁବନେଶ୍ୱରରୁ ରିଂ ରୋଡ୍ ଦେଇ ୧୦ଟାବେଳେ ଶିଶୁଭବନରେ ପହଞ୍ଚିବେ। ସେଠାରେ ୨୦ ମିନିଟ୍ ରହି ସ୍ଥିତିର ଅନୁଧ୍ୟାନ କରିବେ। ରାହୁଲଙ୍କ ଗସ୍ତକୁ ଦେଖି କଟକ କମିଶନରେଟ୍ ପୋଲିସ ଓ ସ୍ପେଶାଲ ପ୍ରୋଟେକସନ ଗ୍ରୁପ ଆଜି ଶିଶୁଭବନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଡଗ୍ ସ୍କ୍ୱାର୍ଡ ଓ ମେଟାଲ ଡିଟେକ୍ଟର ଟିମ୍ ପହଞ୍ଚି ଶିଶୁଭବନ ପରିସରରେ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ପ୍ଲାଟୁନ ଫେ।ର୍ସ ନିୟୋଜିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story