ସିଧାସଳଖ ରାଜ୍ୟସଭା ନିର୍ବାଚନ ସପକ୍ଷରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦଙ୍କ ପାଇଁ ସିଧାସଳଖ ନିର୍ବାଚନ କରାଯାଉ। ଏଭଳି ଦାବି କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଏହାସହ ଉପର ସଦନକୁ ଦିଆଯାଇଥିବା ଭିଟୋ ଶକ୍ତିକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି ରାଜ୍ୟସଭାରେ ବାସ୍ତବିକ ଲୋକତନ୍ତ୍ର ନାହିଁ, ଏହା ଲୋକଙ୍କ ଇଚ୍ଛା ବିରୋଧରେ ଥାଏ। ଏହି ଅବସରରେ ସେ ୟୁନାଇଟେଡ୍‌ ଷ୍ଟେଟ୍‌ର ସିନେଟ୍‌ ସଦସ୍ୟଙ୍କ ଉଦାହରଣ ଦେଇଥିଲେ। ସେ କହିଛନ୍ତି ଯେ ରାଜ୍ୟର ପ୍ରତିନିଧିତ୍ୱ କରିବା ପାଇଁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥାନ୍ତି। ତେଣୁ […]

Baijayant-Panda1

Baijayant-Panda1

Rakesh Mallick
  • Published: Saturday, 12 August 2017
  • Updated: 13 August 2017, 11:18 AM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦଙ୍କ ପାଇଁ ସିଧାସଳଖ ନିର୍ବାଚନ କରାଯାଉ। ଏଭଳି ଦାବି କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଏହାସହ ଉପର ସଦନକୁ ଦିଆଯାଇଥିବା ଭିଟୋ ଶକ୍ତିକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି ରାଜ୍ୟସଭାରେ ବାସ୍ତବିକ ଲୋକତନ୍ତ୍ର ନାହିଁ, ଏହା ଲୋକଙ୍କ ଇଚ୍ଛା ବିରୋଧରେ ଥାଏ। ଏହି ଅବସରରେ ସେ ୟୁନାଇଟେଡ୍‌ ଷ୍ଟେଟ୍‌ର ସିନେଟ୍‌ ସଦସ୍ୟଙ୍କ ଉଦାହରଣ ଦେଇଥିଲେ। ସେ କହିଛନ୍ତି ଯେ ରାଜ୍ୟର ପ୍ରତିନିଧିତ୍ୱ କରିବା ପାଇଁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥାନ୍ତି। ତେଣୁ ରାଜ୍ୟସଭା ପାଇଁ ସିଧାସଲଖ ନିର୍ବାଚନ ହେଲେ ଲୋକଙ୍କ ସ୍ୱର୍ଥ ରକ୍ଷା ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story