ବାଲିଗୁଡ଼ା: ଦୁର୍ଗାମଣ୍ଡପ ଉଚ୍ଛେଦକୁ ବିରୋଧ କରି ଦେବୋତ୍ତର କମିଟି ପକ୍ଷରୁ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ; ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା, ଗାଡ଼ିମୋଟର ଓ ଦୋକାନ ବଜାର ବନ୍ଦ