ଭୁବନେଶ୍ୱର ଏୟାରପୋର୍ଟରେ ବାର୍ଡ ହିଟ ଚିନ୍ତା: ପକ୍ଷୀଙ୍କୁ ଧରି ଅନ୍ୟ ସ୍ଥାନରେ ଛାଡିବା ଲାଗି ବନ ବିଭାଗକୁ ଚିଠି ଲେଖିଲେ ବିମାନବନ୍ଦର କର୍ତ୍ତୃପକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ ପାଇଁ ସବୁଠାରୁ ବଡ଼ ବିପଦ ସାଜିଛନ୍ତି ପକ୍ଷୀ । ଏପରି ସ୍ଥିତିରେ ବିମାନ ବନ୍ଦର ଓ ଆଖପାଖରେ ଉଡୁଥିବା ପକ୍ଷୀଙ୍କୁ ଧରି ଅନ୍ୟ ସ୍ଥାନରେ ଛାଡ଼ିବାକୁ ବନ ବିଭାଗକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଚିଠି ଲେଖି ଅନୁରୋଧ କରିଛନ୍ତି । ରିପୋର୍ଟ ଅନୁସାରେ ଗତ ୪ ବର୍ଷରେ ଏଠାରେ ୫୭ ଥର ବାର୍ଡ ହିଟ୍ ହୋଇଥିବା ବେଳେ ଚଳିତବର୍ଷ ଏବେ ସୁଦ୍ଧା ୧୧ ଥର ବାର୍ଡ ହିଟ୍ ହୋଇଛି। ଭୁବନେଶ୍ୱର ଏୟାରପୋର୍ଟରେ ବିମାନ […]

airport

airport

Rakesh Mallick
  • Published: Monday, 14 September 2015
  • Updated: 14 September 2015, 04:03 PM IST

Sports

Latest News

airportଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ ପାଇଁ ସବୁଠାରୁ ବଡ଼ ବିପଦ ସାଜିଛନ୍ତି ପକ୍ଷୀ । ଏପରି ସ୍ଥିତିରେ ବିମାନ ବନ୍ଦର ଓ ଆଖପାଖରେ ଉଡୁଥିବା ପକ୍ଷୀଙ୍କୁ ଧରି ଅନ୍ୟ ସ୍ଥାନରେ ଛାଡ଼ିବାକୁ ବନ ବିଭାଗକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଚିଠି ଲେଖି ଅନୁରୋଧ କରିଛନ୍ତି । ରିପୋର୍ଟ ଅନୁସାରେ ଗତ ୪ ବର୍ଷରେ ଏଠାରେ ୫୭ ଥର ବାର୍ଡ ହିଟ୍ ହୋଇଥିବା ବେଳେ ଚଳିତବର୍ଷ ଏବେ ସୁଦ୍ଧା ୧୧ ଥର ବାର୍ଡ ହିଟ୍ ହୋଇଛି।

ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଉଡ଼ିବା ସଙ୍ଗେ ସଙ୍ଗେ ଉଡୁଛନ୍ତି ମାଳ ମାଳ ପକ୍ଷୀ। ବିମାନବନ୍ଦର ସୀମାକୁ ଲାଗି ରହିଛି ବଡ଼ ବଡ଼ ଗଛ ଓ ଜଳାଶୟ । ଆଖପାଖରେ ପଡୁଥିବା ଅଳିଆ ଆବର୍ଜନା ଓ ଖୋଲା ଡ୍ରେନ୍ ପକ୍ଷୀଙ୍କୁ ଏଠାକୁ ଆକୃଷ୍ଟ କରୁଛି। ଫଳରେ ଯେତେ ସତର୍କ ରହିଲେ ମଧ୍ୟ ପକ୍ଷୀମାନେ ବିମାନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ବାର୍ଡ ହିଟ୍ ହେଲେ ବିମାନରେ ନିଆଁ ଲାଗିବା, ଇଂଜିନ୍ କ୍ଷତିଗ୍ରସ୍ତ ହେବା ସହ ଦୁର୍ଘଟଣାର ଆଶଙ୍କ। ରହିଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରଦ କୁମାର କହିଛନ୍ତି ।biman

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବିମାନବନ୍ଦର ରନୱେ ନିକଟରେ ବରମୁଣ୍ଡା ଗାଁ ରହିଛି । ଗାଁ ମୁଣ୍ଡରେ ଥିବା ମନ୍ଦିର ନିକଟ ପୋଖରୀ ଓ ଏହା ପାଖରେ ଥିବା ଗଛ ପକ୍ଷୀଙ୍କ ବାସସ୍ଥଳୀ ପାଲଟିଛି। ପାଖରେ ଥିବା ବସ୍ତି ଓ ଆବର୍ଜନାମୟ ପରିବେଶ ଯୋଗୁଁ ଏଠାକୁ ପକ୍ଷୀଙ୍କ ଆଗମନ ବଢୁଛି। ସର୍ଭେରୁ ଜଣାପଡ଼ିଛି ବିମାନବନ୍ଦର ପରିସରରେ ୪୯ ଓ ଆଖପାଖରେ ଶହେରୁ ଅଧିକ ପ୍ରଜାତିର ପକ୍ଷୀ ରହୁଛନ୍ତି। ଏମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବନ ବିଭାଗକୁ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦରରେ ୨୦୧୧ରେ ୧୯ ଥର, ୨୦୧୨ରେ ୧୮, ୨୦୧୩ ଓ ୨୦୧୪ରେ ୧୦ ଥର ଲେଖାଏଁ ବାର୍ଡ ହିଟ୍ ହୋଇଥିଲା । ଚଳିତବର୍ଷ ଏବେ ସୁଦ୍ଧା ୧୧ ଥର ବାର୍ଡ ହିଟ୍ ହୋଇ ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story