ରାଜ୍ୟ କୃଷି କ୍ୟାବିନେଟ୍ ‍ବୈଠକ ଶେଷ

ଭୁବନେଶ୍ୱର: ଆଜି ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ଏଥିରେ କୃଷି ମନ୍ତ୍ରୀଙ୍କ ସମେତ ୧୦ ଜଣ ମନ୍ତ୍ରୀ ଯୋଗ ଦେଇଥିଲେ। ୧୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ରାଜ୍ୟ କୃଷି କ୍ୟାବିନେଟ୍। ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଅର୍ଥ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସମବାୟ, ପଞ୍ଚାୟତିରାଜ, ଜଳସମ୍ପଦ, ଶକ୍ତି, ଖାଦ୍ୟ ଓ ଖାଉଟି କଲ୍ୟାଣ ଆଦି […]

cm

cm

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 03:46 PM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ଏଥିରେ କୃଷି ମନ୍ତ୍ରୀଙ୍କ ସମେତ ୧୦ ଜଣ ମନ୍ତ୍ରୀ ଯୋଗ ଦେଇଥିଲେ।

୧୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ରାଜ୍ୟ କୃଷି କ୍ୟାବିନେଟ୍। ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଅର୍ଥ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସମବାୟ, ପଞ୍ଚାୟତିରାଜ, ଜଳସମ୍ପଦ, ଶକ୍ତି, ଖାଦ୍ୟ ଓ ଖାଉଟି କଲ୍ୟାଣ ଆଦି ବିଭାଗର ମନ୍ତ୍ରୀ ସଦସ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story