ଭୁବନେଶ୍ୱର: ବିସ୍କୁଟ୍ ପାଣି ଫିଙ୍ଗି ଯୁବଙ୍କଠାରୁ ଲକ୍ଷେ ୨୦ ହଜାର ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ଡମଣା ଛକ ନିକଟରେ ପୁଣି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଆଇଡିବିଆଇ ବ୍ୟାଙ୍କରୁ ୧ ଲକ୍ଷ ୨୦ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ସବ୍ୟସାଚୀ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଅଭିନବ ଉପାୟରେ ତାଙ୍କ ଠାରୁ ଏହି ଟଙ୍କା ଲୁଟ୍ କରିଛନ୍ତି। ଲୁଟରେ ଶିକାର ସବ୍ୟସାଚୀଙ୍କ ସୂଚନା ଅନୁଯାୟୀ, ତାଙ୍କ ପୋଷାକରେ ବିସ୍କୁଟ ପାଣି ଫିଙ୍ଗି,କେହି ବାନ୍ତି କରିଥିବା କଥା ଦୁର୍ବୃତ୍ତମାନେ […]

loot in damana-chak

loot in damana-chak

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 10:59 AM IST

Sports

Latest News

loot in damana-chakଭୁବନେଶ୍ୱର: ଭୁବନେଶ୍ୱର ଡମଣା ଛକ ନିକଟରେ ପୁଣି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଆଇଡିବିଆଇ ବ୍ୟାଙ୍କରୁ ୧ ଲକ୍ଷ ୨୦ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ସବ୍ୟସାଚୀ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଅଭିନବ ଉପାୟରେ ତାଙ୍କ ଠାରୁ ଏହି ଟଙ୍କା ଲୁଟ୍ କରିଛନ୍ତି। ଲୁଟରେ ଶିକାର ସବ୍ୟସାଚୀଙ୍କ ସୂଚନା ଅନୁଯାୟୀ, ତାଙ୍କ ପୋଷାକରେ ବିସ୍କୁଟ ପାଣି ଫିଙ୍ଗି,କେହି ବାନ୍ତି କରିଥିବା କଥା ଦୁର୍ବୃତ୍ତମାନେ କହିଥିଲେ। ଏହା ପରେ ସେ ପାଖ ଦୋକାନକୁ ଯାଇ ସାର୍ଟ ଧୋଉଥିବା ବେଳେ ଦୁବୁର୍ତ୍ତମାନେ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ। ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story