ବିଧାନସଭାରେ ପୁଣି ଉଠିବ ମରୁଡି ତାତି

ଭୁବନେଶ୍ୱର: ଦୁଇଦିନର ଛୁଟି ପରେ ସୋମବାର ପୁଣି ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ତେବେ ପୂର୍ବପରି ମଧ୍ୟ ମରୁଡି ପ୍ରସଙ୍ଗକୁ ମୁଖ୍ୟ ଆୟୁଧ କରିବେ ବିରୋଧୀ। ଏକ ପ୍ରସ୍ତାବ ଜରିଆରେ ସୋମବାର ମରୁଡ଼ି ସମ୍ପର୍କରେ ଆଲୋଚନା ପାଇଁ ଦାବି କରିବେ ବିରୋଧୀ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହୋଇ ନ ଥିବା ଦର୍ଶାଇ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି। ତେବେ ବ୍ୟବସ୍ଥା ଅନୁସାରେ ପ୍ୟାକେଜ୍ କାର୍ଯ୍ୟକାରୀ ହେବ ବୋଲି ସରକାରଙ୍କ […]

assembly

assembly

Rakesh Mallick
  • Published: Sunday, 13 December 2015
  • Updated: 14 December 2015, 02:31 AM IST

Sports

Latest News

ଭୁବନେଶ୍ୱର: ଦୁଇଦିନର ଛୁଟି ପରେ ସୋମବାର ପୁଣି ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ତେବେ ପୂର୍ବପରି ମଧ୍ୟ ମରୁଡି ପ୍ରସଙ୍ଗକୁ ମୁଖ୍ୟ ଆୟୁଧ କରିବେ ବିରୋଧୀ। ଏକ ପ୍ରସ୍ତାବ ଜରିଆରେ ସୋମବାର ମରୁଡ଼ି ସମ୍ପର୍କରେ ଆଲୋଚନା ପାଇଁ ଦାବି କରିବେ ବିରୋଧୀ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହୋଇ ନ ଥିବା ଦର୍ଶାଇ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି। ତେବେ ବ୍ୟବସ୍ଥା ଅନୁସାରେ ପ୍ୟାକେଜ୍ କାର୍ଯ୍ୟକାରୀ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୋମବାର ଆସିବ ମରୁଡ଼ି ସମ୍ପର୍କିତ ପ୍ରସ୍ତାବ। ରାଜ୍ୟରେ ଦେଖା ଦେଇଥିବା ମରୁଡ଼ି ଉପରେ ବିଧାନସଭାରେ ଥରେ ଆଲୋଚନା ହୋଇଥିଲେ ବି ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ କରି ବିରୋଧୀ ଏହା ଉପରେ ଦ୍ୱିତୀୟ ଥର ଆଲୋଚନା ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ୟାକେଜକୁ ଟାର୍ଗେଟ କରିବେ ବିରୋଧୀ। ଏଲଆଇ ପଏଣ୍ଟ ଅଚଳ, ବିହନ, କିଟ ବଣ୍ଟା ନ ହେବା ଆଦି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିକୁ ଯୋଜନା କରିଛନ୍ତି। ସରକାରଙ୍କ ଭୁଲ ନୀତି ଯୋଗୁଁ ଚାଷୀ ଆତ୍ମହତ୍ୟା ଥମିବାର ନାଁ ଧରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ତେବେ ଚାଷୀ ଆତ୍ମହତ୍ୟାର କାରଣ ଯେ ମରୁଡ଼ି, ଏହାକୁ ମୂଳରୁ ମାନିବାକୁ ରାଜି ନାହାନ୍ତି ଶାସକ। ରବି ଚାଷ ପାଇଁ ସମୟ ଗଡି ଯାଇ ନ ଥିବା ବେଳେ ବିରୋଧୀ କାହିଁକି ଏତେ ବ୍ୟସ୍ତ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story