ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ମୃତ୍ୟୁ ଘଟଣା: ମୋବାଇଲ୍‌ ଯାଞ୍ଚ କରିବ ଫରେନ୍ସିକ୍‌ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ଚାଲିଛି ଖୋଳତାଡ଼। ଦିନ ଯେତେ ଗଡୁଛି ତାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ସେତେ ବଢ଼ି ଚାଲିଛି। ଏହାରି ଭିତରେ ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୁଲିସ। ଆଜି ସକାଳୁ ଏହି ଦୁଇଟି ମୋବାଇଲ୍‌କୁ ପୁଲିସ ପଠାଇଛି। ଏହି ମୋବାଇଲୋରେ ହିଁ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ। ଯାହାକୁ ଲୋକଲୋଚନକୁ ଆଣିବେ […]

Dharmendra

Dharmendra

Madhupriya Mistry
  • Published: Sunday, 25 September 2022
  • Updated: 25 September 2022, 02:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ଚାଲିଛି ଖୋଳତାଡ଼। ଦିନ ଯେତେ ଗଡୁଛି ତାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ସେତେ ବଢ଼ି ଚାଲିଛି। ଏହାରି ଭିତରେ ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୁଲିସ।

ଆଜି ସକାଳୁ ଏହି ଦୁଇଟି ମୋବାଇଲ୍‌କୁ ପୁଲିସ ପଠାଇଛି। ଏହି ମୋବାଇଲୋରେ ହିଁ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ। ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ପୁଲିସ ମୋବାଇଲ୍‌କୁ ଠାବ କରିଥିଲା।

ମୋବାଇଲ୍‌ଟି ଘଟଣାଦିନ ରାତି ୨ଟା ୪୩ ମିନିଟ୍‌ରୁ ସ୍ୱିଚ୍ ଅଫ୍ ଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ମୋବାଇଲ୍‌ରେ କିଛି ତଥ୍ୟ ଅଛି କି? ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ରୋଷେୟା ଏବଂ ତାଙ୍କ ପରିବାରକୁ ପୁଲିସ ସ୍କାନର୍‌ରେ ରଖିଛି। ଧର୍ମେନ୍ଦ୍ରଙ୍କ ରୋଷେୟା ଘର ଉପର ଫ୍ଲୋର୍‌ରେ ରହୁଥିଲେ। ତେବେ ଧର୍ମେନ୍ଦ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛର କାରଣ କ’ଣ ? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ ତା’ର କାରଣ କ’ଣ ? ତାକୁ ନେଇ ଆଜି ବି ସସ୍‌ପେନ୍ସ ଲାଗିରହିଛି।

ସେପଟେ ୨ଟି ମୋବାଇଲ ସହ ଘଟଣା ସ୍ଥଳର ସିସିଟିଭି ଡିଭାଇସ ମଧ୍ୟ ସିଜ୍ ହୋଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ପରେ ଫରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ୟୁଡି କେସ୍ ନେଇ ଆମର ତଦନ୍ତ ଜାରି ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲେ ଧର୍ମେନ୍ଦ୍ର ସାହୁ। ଶନିବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।ହେଲେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story