ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମହାଦେବଙ୍କ ପୂଜାର୍ଚ୍ଚନା କଲେ ମୋଦି ଓ ଶାହ

ନୂଆଦିଲ୍ଲୀ: ଗତକାଲି ସରିଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ଆସନ୍ତାକାଲି ମତଦାନ ହେବ। ଏହା ପୂର୍ବରୁ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଶିବଙ୍କ ଆରାଧନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥକୁ ଯାଇ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି। ହେଲିପ୍ୟାଡ଼୍‌ ନିକଟରୁ ପ୍ରଧାନମନ୍ତ୍ରୀ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପ୍ରାୟ ଅଧଘଣ୍ଟା ଧରି ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି ।   ହେଲିପ୍ୟାଡରୁ ଓହ୍ଲାଇବା ପରେ ମୁଣ୍ଡରେ […]

modi kedarnath (1)

modi kedarnath (1)

Subhransu Sekhar
  • Published: Saturday, 18 May 2019
  • Updated: 18 May 2019, 04:02 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ସରିଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ଆସନ୍ତାକାଲି ମତଦାନ ହେବ। ଏହା ପୂର୍ବରୁ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଶିବଙ୍କ ଆରାଧନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥକୁ ଯାଇ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି। ହେଲିପ୍ୟାଡ଼୍‌ ନିକଟରୁ ପ୍ରଧାନମନ୍ତ୍ରୀ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପ୍ରାୟ ଅଧଘଣ୍ଟା ଧରି ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି ।
 
ହେଲିପ୍ୟାଡରୁ ଓହ୍ଲାଇବା ପରେ ମୁଣ୍ଡରେ ହିମାଚଳର ପାରମ୍ପରିକ ଟୋପି ସହିତ ଲମ୍ବା କୁର୍ତ୍ତା ଓ ଅଣ୍ଟାରେ ଗେରୁଆ ଗାମୁଛା ମୋଦି ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାରଙ୍କ ସହିତ କେଦାରନାଥ ପ୍ରୋଜେକ୍ଟର ସମୀକ୍ଷା ବୈଠକ କରିଥିଲେ। 

ସେହିପରି ବିଜେପି ସଭାପତି ଅମିତ ଶାହ ନିଜ ରାଜ୍ୟ ଗୁଜରାଟର ସୋମନାଥ ମନ୍ଦିରରେ ସପରିବାର ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରଣାସୀ ପାଇଁ ମଧ୍ୟ ମତଦାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story