ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ: ମନ୍ତ୍ରୀସ୍ତରୀୟ କମିଟିର ବୈଠକ ଆରମ୍ଭ

ଭୁବନେଶ୍ୱର: ଗତ ଏକ ମାସରୁ ଅଧିକ ଦିନ ଧରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଥିବା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ନେଇ ମନ୍ତ୍ରିସ୍ତରୀୟ ବୈଠକ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା, ଆଇନ,ଶକ୍ତି, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ସ୍କିଲ୍ ଡେଭଲେପମେଣ୍ଟ ଆଣ୍ଡ ଟେକ୍ନିକାଲ୍ ଏଜୁକେସନ୍ ବିଭାଗ ମନ୍ତ୍ରୀ ଯୋଗଦେଇଛନ୍ତି। ସେହିଭଳି ବୈଠକରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସମେତ ୫ଜଣ ସଚିବ ମଧ୍ୟ […]

school meeting

school meeting

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 08:16 AM IST

Sports

Latest News

ଭୁବନେଶ୍ୱର: ଗତ ଏକ ମାସରୁ ଅଧିକ ଦିନ ଧରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଥିବା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ନେଇ ମନ୍ତ୍ରିସ୍ତରୀୟ ବୈଠକ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା, ଆଇନ,ଶକ୍ତି, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ସ୍କିଲ୍ ଡେଭଲେପମେଣ୍ଟ ଆଣ୍ଡ ଟେକ୍ନିକାଲ୍ ଏଜୁକେସନ୍ ବିଭାଗ ମନ୍ତ୍ରୀ ଯୋଗଦେଇଛନ୍ତି। ସେହିଭଳି ବୈଠକରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସମେତ ୫ଜଣ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି।

ଏପଟେ ଆସନ୍ତା ୨୮ ତାରିଖରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଦାବି ପୂରଣ ନେଇ ଏକ ପଦଯାତ୍ରା କରିବାକୁ ମହାସଂଘ ନିଷ୍ପତ୍ତି ନେଇଥିବାବେଳେ ଏପଟେ ଗତ ଅଗଷ୍ଟ ୧୮ ତାରିଖରୁ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ସ୍କୁଲରେ ତାଲା ପଡ଼ିବା ଫଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story