ବୌଦ୍ଧ: ବାଉଁଶୁଣୀ ଗାଁରେ ଡାଇରିଆ ଆତଙ୍କ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗାଁରେ ଡାଇରିଆ ଆତଙ୍କ ଦେଖାଯାଇଛି। ଗାଁର ବଉଦିଆ ପଡ଼ା ଓ ପୁରୁଣା ବସ୍ତିରେ ଡାଇରିଆରେ ୩ ଶହରୁ ଉର୍ଦ୍ଧ୍ୱ ଲୋକ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।ସମସ୍ତଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗାଁକୁ ଯୋଗାଣ ହେଉଥିବା ମହାନଦୀ ଓ ଆରଡବ୍ଲ୍ୟୁଏସଏସର ଦୂଷିତ ପାଣି ପାଇଁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

endu

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 10:02 AM IST

Related story