ଧୋଇଗଲା ପୋଲ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ଗାଁ

ଭବାନୀପାଟଣା (ରାଜକୁମାର ସିଂଦେଓ )କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କଛାରପଡା ଗାଁକୁ ସଂଯୋଗ କରୁଥିବା ଏକମାତ୍ର ପୋଲ ଲଗାଣ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗ୍ରାମବାସୀ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗା ପୋଲ ଉପରେ ଯାତାୟତ କରୁଛନ୍ତି। ପ୍ରଶାସନର ଦୁରଦୃଷ୍ଟି ଅଭାବରୁ ଏପରି ଅବସ୍ଥା ହୋଇଛି ବୋଲି ଅଭିଯୋଗ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା  । କଛାରପଡା ଗାଁର ଗୋଟିଏ ପଟେ ନାଳ ଓ ଆର ପଟେ […]

bridge-1...

bridge-1...

Niharika Rout
  • Published: Saturday, 03 August 2019
  • Updated: 03 August 2019, 02:37 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂଦେଓ )କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କଛାରପଡା ଗାଁକୁ ସଂଯୋଗ କରୁଥିବା ଏକମାତ୍ର ପୋଲ ଲଗାଣ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗ୍ରାମବାସୀ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗା ପୋଲ ଉପରେ ଯାତାୟତ କରୁଛନ୍ତି। ପ୍ରଶାସନର ଦୁରଦୃଷ୍ଟି ଅଭାବରୁ ଏପରି ଅବସ୍ଥା ହୋଇଛି ବୋଲି ଅଭିଯୋଗ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା  ।

କଛାରପଡା ଗାଁର ଗୋଟିଏ ପଟେ ନାଳ ଓ ଆର ପଟେ ହାତୀନଦୀ ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ଗାଁକୁ ରାସ୍ତାକାମ ଚାଲିଛି । ହେଲେ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ପୁରୁଣା ପୋଲର ନବୀକରଣ ହୋଇ ନାହିଁ କିମ୍ବା ନୂଆ ପୋଲ ପାଇଁ ଏଷ୍ଟିମେଣ୍ଟ କରାଯାଇନି ।

ଏବେ ବର୍ଷାରେ ପୁରୁଣା ପୋଲ ଭାଙ୍ଗିଯିବା ପରେ ବାଧ୍ୟ ହୋଇ ଲୋକେ ହାତ ଧରାଧରି ହୋଇ  ବିପଦ ସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗାପୋଲ ଦେଇ ଯାତାୟତ କରୁଛନ୍ତି  ।

ବର୍ତ୍ତମାନ ଜୀବନକୁ ବାଜି ଲଗାଇ ନାଳ ପାର ହେବାକୁ ବାଧ୍ୟ ହେଉଛନ୍ତି ଏହି ଗାଁ ଲୋକେ। ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ପୋଲ ଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ବେପରୁଆ ଆକଳନ ଯୋଗୁଁ ଏହାକୁ ଏଷ୍ଟିମେଟରେ ସାମିଲ କରାଯାଇନି ବୋଲି ଅଭିଯୋଗ ହୋଇଛି । ସେପଟେ ଲୋକଙ୍କ ଯାଆସ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆରଡି ସହକାରୀ ଯନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story