ନଦୀବନ୍ଧରେ ଓଲଟି ପଡ଼ିଲା ବସ୍‌, ୧୦ ଆହତ

ଜଗତସିଂହପୁର: ଦେବୀ ନଦୀବନ୍ଧରେ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମାଛଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ‘ଚକାଡୋଳା’ ନାମକ ଏକ ଘରୋଇ ବସ୍‌ ଆଜି ମାଛଗାଁରୁ ଭୁବନେଶ୍ୱର ଯାଉଥିଲା। ତେବେ ବସ୍‌ଟି ମାଛଗାଁ-ଅପଣ୍ଡରା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

jagatsinghpur

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 11:34 AM IST

ଜଗତସିଂହପୁର: ଦେବୀ ନଦୀବନ୍ଧରେ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମାଛଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

‘ଚକାଡୋଳା’ ନାମକ ଏକ ଘରୋଇ ବସ୍‌ ଆଜି ମାଛଗାଁରୁ ଭୁବନେଶ୍ୱର ଯାଉଥିଲା। ତେବେ ବସ୍‌ଟି ମାଛଗାଁ-ଅପଣ୍ଡରା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Related story