ଚାଲାଣ ନାବାଳିକାକୁ ହରିୟାଣାରୁ ଉଦ୍ଧାର କରି ସୁନ୍ଦରଗଡ଼ ଆଣିଲା ପୋଲିସ୍

ସୁନ୍ଦରଗଡ଼: ଦିଲ୍ଲୀକୁ ଚାଲାଣ ହୋଇଥିବା ନାବାଳିକାକୁ ହରିୟାଣାରୁ ଉଦ୍ଧାର କରି ଓଡ଼ିଶା ଆଣିଛି ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ଗତକାଲି ନାବାଳିକା ଜଣକୁ ସାଙ୍ଗରେ ଧରି ସୁନ୍ଦରଗଡ଼ରେ ପହଞ୍ଚିବା ପରେ ତାକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଆଜି ନାବାଳିକାର ପରିବାର ବର୍ଗଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ଥଇଥାନ ନେଇ ପଦକ୍ଷେପ ଗ୍ରହଣ କରାଯିବ । ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅଞ୍ଚଳରୁ ପ୍ରଥମେ ଦିଲ୍ଲୀକୁ ଚାଲାଣ ହୋଇଥିଲା ଏହି ନାବାଳିକା ଜଣକ । […]

nabalika

nabalika

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 02:52 PM IST

Sports

Latest News

ସୁନ୍ଦରଗଡ଼: ଦିଲ୍ଲୀକୁ ଚାଲାଣ ହୋଇଥିବା ନାବାଳିକାକୁ ହରିୟାଣାରୁ ଉଦ୍ଧାର କରି ଓଡ଼ିଶା ଆଣିଛି ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ଗତକାଲି ନାବାଳିକା ଜଣକୁ ସାଙ୍ଗରେ ଧରି ସୁନ୍ଦରଗଡ଼ରେ ପହଞ୍ଚିବା ପରେ ତାକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଆଜି ନାବାଳିକାର ପରିବାର ବର୍ଗଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ଥଇଥାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ।

ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅଞ୍ଚଳରୁ ପ୍ରଥମେ ଦିଲ୍ଲୀକୁ ଚାଲାଣ ହୋଇଥିଲା ଏହି ନାବାଳିକା ଜଣକ । ନାବାଳିକାକୁ ତା’ର ଜଣେ ସମ୍ପର୍କୀୟ  ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ମଥୁରାକୁ ନେଇଯାଇଥିଲା। ସେଠାରେ ତାକୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ପରେ ସେଠାରେ ତାକୁ ବାରମ୍ୱାର ବିକ୍ରି ସହ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। କୌଶଳକ୍ରମେ ଖସିଆସିବା ପରେ ହରିୟାଣା ପଲୱାଲ ପୋଲିସ୍ ନାବାଳିକାକୁ ଉଦ୍ଧାର କରିଥିଲା ।

ଏ ନେଇ ସୁନ୍ଦରଗଡ଼ ପୋଲିସକୁ ଗତ ୨ ତାରିଖରେ ଅବଗତ କରାଯାଇଥିଲା।  କିଞ୍ଜିରକେଲା ପୋଲିସ ପୀଡ଼ିତା ପରିବାରକୁ ଠାବ କରିବା ପରେ ଉଦ୍ଧାର ନେଇ ପ୍ରୟାସ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story