ଦେଶର ଅନ୍ନଦାତାମାନେ ଉର୍ଜାଦାତା ହେବେ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦେଶର ଅନ୍ନଦାତାମାନେ ଉର୍ଜାଦାତା ହେବେ । ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି । ତେଣୁ ଦେଶର ଅନ୍ନଦାତାମାନଙ୍କୁ ଉର୍ଜାଦାତା କରିବା ସହ ସେମାନଙ୍କର ଆୟକୁ ବଢ଼ାଇବା ପାଇଁ ବିଭିନ୍ନ କୃଷି ଉତ୍ପାଦରୁ ପ୍ରସ୍ତୁତ ଇଥାନୋଲର ମୂଲ୍ୟ ବୃଦ୍ଧି ବାବଦରେ କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି ନିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି […]

Cabinet-1

Cabinet-1

Tapas Behera
  • Published: Tuesday, 03 September 2019
  • Updated: 03 September 2019, 06:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦେଶର ଅନ୍ନଦାତାମାନେ ଉର୍ଜାଦାତା ହେବେ । ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି । ତେଣୁ ଦେଶର ଅନ୍ନଦାତାମାନଙ୍କୁ ଉର୍ଜାଦାତା କରିବା ସହ ସେମାନଙ୍କର ଆୟକୁ ବଢ଼ାଇବା ପାଇଁ ବିଭିନ୍ନ କୃଷି ଉତ୍ପାଦରୁ ପ୍ରସ୍ତୁତ ଇଥାନୋଲର ମୂଲ୍ୟ ବୃଦ୍ଧି ବାବଦରେ କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି ନିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ଦ୍ୱାରା ଆଖୁ ଚାଷୀ ଲାଭବାନ ହେବେ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ଇଥାନୋଲ ଯୋଗାଣ ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ହେଭି ମୋଲେସରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୪୩.୪୬ ଟଙ୍କା ପ୍ରତି ଲିଟରରୁ ବଢାଇ ପ୍ରତି ଲିଟର  ୪୩.୭୫ ଟଙ୍କା କରାଯାଇଛି । ସେହିପରି ବି ହେଭି ମୋଲେସରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୫୨.୪୩ ଟଙ୍କା ପ୍ରତି ଲିଟରରୁ ବଢାଇ ୫୪.୪୩ ଟଙ୍କା ପ୍ରତି ଲିଟର କରାଯାଇଛି । ସେହିପରି ଆଖୁ ରସ, ଚିନି, ଚିନି ସିରପରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ପ୍ରତି ଲିଟର ୫୯.୫୮ ଟଙ୍କା କରା ଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହା ବ୍ୟତୀତ ଜିଏସଟି ଓ ପରିବହନ ଶୁଳ୍କ ମଧ୍ୟ ଦେବାକୁ ହେବ । ତୈଳ କମ୍ପାନୀ ମାନଙ୍କୁ ବାସ୍ତବିକ ପରିବହନ ଶୁଳ୍କ ନିର୍ଦ୍ଧାରିତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେ ଆହୁରି କହିଛନ୍ତି ଯେ, ସମସ୍ତ ଆଖୁ ଆଧାରିତ ଉପାୟରୁ ପ୍ରାପ୍ତ ଇଥାନୋଲ କ୍ରୟ ପାଇଁ ଅଧିକ ମୂଲ୍ୟ ପ୍ରଦାନ କରିବା ନିଷ୍ପତି ଦ୍ୱାରା ଇଥାନୋଲର ଉପଲବ୍ଧତାରେ ବୃଦ୍ଧି ହେବ ବୋଲି ଆଶା କରା ଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story