ବାଣୀ ବିହାର ଛାତ୍ରସଂସଦ ନିର୍ବାଚନ ପ୍ରସଙ୍ଗ: ଆସନ୍ତାକାଲି ପିଜି କାଉନସିଲ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ନେଇ ଦେଖାଦେଇଥିବା ଅଚଳାବସ୍ଥା ଲାଗି ରହିଛି। ସେ ନେଇ ବୁଧବାର ବିଶ୍ୱବିଦ୍ୟାଳୟ ଉପଦେଷ୍ଠା କମିଟି ବୈଠକରେ ଆଲୋଚନା ହୋଇଛି। ନିର୍ବାଚନ ନେଇ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ।ଅନ୍ୟପକ୍ଷରେ ଆଲୋଚନା ପରେ କମିଟି ପକ୍ଷରୁ ପିଜି କାଉନସିଲକୁ ଏକ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଛି। ଆସନ୍ତାକାଲି ପିଜି କାଉନସିଲ ବୈଠକ ବସିବ। ଏହି ବୈଠକରେ ହିଁ ନିର୍ବାଚନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ସୂଚନାଯୋଗ୍ୟ,ଗତ ଶନିବାର ବାଣୀବିହାର ଛାତ୍ର […]

pg council

pg council

Rakesh Mallick
  • Published: Wednesday, 30 September 2015
  • Updated: 01 October 2015, 02:24 AM IST

ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ନେଇ ଦେଖାଦେଇଥିବା ଅଚଳାବସ୍ଥା ଲାଗି ରହିଛି। ସେ ନେଇ ବୁଧବାର ବିଶ୍ୱବିଦ୍ୟାଳୟ ଉପଦେଷ୍ଠା କମିଟି ବୈଠକରେ ଆଲୋଚନା ହୋଇଛି। ନିର୍ବାଚନ ନେଇ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ।ଅନ୍ୟପକ୍ଷରେ ଆଲୋଚନା ପରେ କମିଟି ପକ୍ଷରୁ ପିଜି କାଉନସିଲକୁ ଏକ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଛି। ଆସନ୍ତାକାଲି ପିଜି କାଉନସିଲ ବୈଠକ ବସିବ। ଏହି ବୈଠକରେ ହିଁ ନିର୍ବାଚନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

ସୂଚନାଯୋଗ୍ୟ,ଗତ ଶନିବାର ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯିବା ନେଇ ଘୋଷଣା ହୋଇଥିଲା । ତେବେ ଏହି ନିଷ୍ପତ୍ତିର ପ୍ରତିବାଦ କରି ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story