ଚିଟଫଣ୍ଡ ତଦନ୍ତର ଅଗ୍ରଗତି ସମୀକ୍ଷା କରିବାକୁ ଭୁବନେଶ୍ୱରରେ ବିଭାଗର ଦୁଇ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଚିଟଫଣ୍ଡ ତଦନ୍ତର ଅଗ୍ରଗତି ଓ ସିବିଆଇର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବାକୁ ଭୁବନେଶ୍ୱରରେ ସିବିଆଇ ଏସ୍ଆଇଟିର ଯୁଗ୍ମ ନିର୍ଦ୍ଦେଶକ ରାଜୀବ ସିଂ ଓ ଡିଆଇଜି ଏସ୍ ବାଗ୍ଚୀ ଭୁବନେଶ୍ୱରର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଉଭୟ ଅଧିକାରୀ ଏ ନେଇ ସିବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଉଭୟେ ଆଲୋଚନା କରିବେ। ଏହାସହ ରିମାଣ୍ଡରେ ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଏମଡି ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ଉଭୟ ଅଧିକାରୀ ପଚରାଉଚୁରା କରିବେ ବୋଲି […]

cbi

cbi

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 06:29 PM IST

cbiଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଚିଟଫଣ୍ଡ ତଦନ୍ତର ଅଗ୍ରଗତି ଓ ସିବିଆଇର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବାକୁ ଭୁବନେଶ୍ୱରରେ ସିବିଆଇ ଏସ୍ଆଇଟିର ଯୁଗ୍ମ ନିର୍ଦ୍ଦେଶକ ରାଜୀବ ସିଂ ଓ ଡିଆଇଜି ଏସ୍ ବାଗ୍ଚୀ ଭୁବନେଶ୍ୱରର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଉଭୟ ଅଧିକାରୀ ଏ ନେଇ ସିବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଉଭୟେ ଆଲୋଚନା କରିବେ। ଏହାସହ ରିମାଣ୍ଡରେ ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଏମଡି ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ଉଭୟ ଅଧିକାରୀ ପଚରାଉଚୁରା କରିବେ ବୋଲି ଜଣାପଡ଼ିଛି। ଏହାଛଡ଼ା ଚିଟଫଣ୍ଡ ମାମଲାର ତଦନ୍ତକାରୀ ଅଫିସରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସୁଦ୍ଧା ସିବିଆଇ ୪୪ଟି ମାମଲାର ତଦନ୍ତ ଭାର ହାତକୁ ନେଇ ତନାଘନା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story