ବହୁରୂପୀ କରୋନା: ଏଥର ଏହି ରୂପରେ ଆସିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁରୂପୀ କରୋନା ପ୍ରତି ସମୟରେ ରୂପ ବଦଳାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବିଶେଷଜ୍ଞ। କରୋନାର ନୂଆ ଲକ୍ଷଣ ଗୁଡ଼ିକ ହେଉଛି- ମୁଣ୍ଡ ବିନ୍ଧା, ଦେହ ହାତ ଅବଶ ଲାଗିବା, ଭୋକ ନହେବା, ଚର୍ମ ନୀଳ ବା ଲାଲ୍‌ ପଡ଼ିବା ଏବଂ କୁଣ୍ଡେଇ ହେବା, ପାଟି ଶୁଖିଯିବା ଏବଂ ଜିଭ ଲାଲ୍‌ ପଡ଼ି ଫୁଲିଯିବା, ଆଖି ଗୋଲାପୀ ଦେଖାଯିବା, କାନକୁ କମ୍‌ ଶୁଭିବା ଇତ୍ୟାଦି। ଦ୍ୱିତୀୟ ଲହରରେ କେବଳ ସଂକ୍ରମଣର ବେଗ ବଢ଼ିନି, ବରଂ […]

corona

corona

Manoranjan Sial
  • Published: Tuesday, 20 April 2021
  • Updated: 20 April 2021, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁରୂପୀ କରୋନା ପ୍ରତି ସମୟରେ ରୂପ ବଦଳାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବିଶେଷଜ୍ଞ। କରୋନାର ନୂଆ ଲକ୍ଷଣ ଗୁଡ଼ିକ ହେଉଛି- ମୁଣ୍ଡ ବିନ୍ଧା, ଦେହ ହାତ ଅବଶ ଲାଗିବା, ଭୋକ ନହେବା, ଚର୍ମ ନୀଳ ବା ଲାଲ୍‌ ପଡ଼ିବା ଏବଂ କୁଣ୍ଡେଇ ହେବା, ପାଟି ଶୁଖିଯିବା ଏବଂ ଜିଭ ଲାଲ୍‌ ପଡ଼ି ଫୁଲିଯିବା, ଆଖି ଗୋଲାପୀ ଦେଖାଯିବା, କାନକୁ କମ୍‌ ଶୁଭିବା ଇତ୍ୟାଦି। ଦ୍ୱିତୀୟ ଲହରରେ କେବଳ ସଂକ୍ରମଣର ବେଗ ବଢ଼ିନି, ବରଂ ନୂଆ ନୂଆ ଲକ୍ଷଣ ଯୋଡ଼ି ହୋଇଛି।

କରୋନାର ପୁରୁଣା ଲକ୍ଷଣ ଗୁଡ଼ିକ ହେଲା- ଶୁଖିଲା କାଶ, ତଣ୍ଟି ଦରଜ, ଜ୍ୱର, ଗଣ୍ଠି ବ୍ୟଥା, ଦେହ ହାତ ଘୋଳାବିନ୍ଧା, ବାନ୍ତି ଓ ପତଳା ଝାଡ଼ା, ସ୍ୱାଦ ଓ ଗନ୍ଧ ବାରି ନପାରିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ। ବିଶେଷଜ୍ଞଙ୍କ କହିବା କଥା, କରୋନା ଆକ୍ରାନ୍ତଙ୍କଠାରେ ଉଭୟ ନୂଆ ଓ ପୁରୁଣା ଲକ୍ଷଣରୁ ଯେକୌଣସି ଗୋଟିଏ କିମ୍ବା ଏକାଧିକ ଲକ୍ଷଣ ଦେଖାଦେଇପାରେ କିମ୍ବା ଆସିମ୍ପଟମାଟିକ କେସ୍‌ରେ କୌଣସି ଲକ୍ଷଣ ପ୍ରକାଶ ପାଇନପାରେ।

କରୋନାରେ ଆକ୍ରାନ୍ତ ହେଲେ କଣ କରିବେ ଓ କଣ ନକରିବେ? 

  • ଆଇସୋଲେସନ୍‌ରେ ରହିବା ପାଇଁ କରୋନା ଆକ୍ରାନ୍ତମାନେ ସ୍ୱତନ୍ତ୍ର ରୁମ୍‌ରେ ରହିବେ।
  • ସେହି ଘରେ ପରିବାରର ଅନ୍ୟ ସଦସ୍ୟଙ୍କ ଚଳପ୍ରଚଳ କରିବେ ନାହିଁ।
  • କରୋନା ଆକ୍ରାନ୍ତ ରହୁଥିବା ଘର ପାଇଁ ନିଜସ୍ୱ ପାଇଖାନା ଓ ଗାଧୁଆ ଘର ରହିଥିବ।
  • କରୋନା ଆକ୍ରାନ୍ତ ବ୍ୟବହାର କରୁଥିବା ପାଇଖାନା ଓ ଗାଧୁଆ ଘର ଅନ୍ୟମାନେ ବ୍ୟବହାର କରିପାରିବେ ନାହିଁ।
  • କରୋନା ଆକ୍ରାନ୍ତଙ୍କୁ ଖାଦ୍ୟପେୟ ଯୋଗାଉଥିବା ଓ ଘର ସଫା କରୁଥିବା ଲୋକ ପିପିଇ କିଟ୍‌, ମାସ୍କ ଓ ଗ୍ଲୋଭ୍ସ ଆଦି ପିନ୍ଧିବେ।
  • କରୋନା ଆକ୍ରାନ୍ତଙ୍କ ରୁମ୍ ସଫା କରୁଥିବା ବ୍ୟକ୍ତି‌ ଯେତେ ସମ୍ଭବ ଅଳ୍ପ ସମୟ ରହିବାକୁ ଚେଷ୍ଟା କରିବେ। ନହେଲେ ସଂକ୍ରମିତ ହେବାର ଆଶଙ୍କା ରହିଛି। ରୁମ୍‌ ସଫା କରିବା ପରେ ଆବଶ୍ୟକ ପଡ଼ିଲେ, ସମ୍ପୃକ୍ତ ବ୍ୟକ୍ତି କରୋନା ଟେଷ୍ଟ୍‌ କରିବେ।
  • କରୋନା ଆକ୍ରାନ୍ତ ନିଜସ୍ୱ ରୁମ୍‌ରେ ଲାପ୍‌ଟପ୍‌, କମ୍ପ୍ୟୁଟର ଓ ମୋବାଇଲ୍‌ ବ୍ୟବହାର କରିପାରିବେ। କିନ୍ତୁ ଘରୁ ବାହାରିବେ ନାହିଁ।
  • କରୋନା ଆକ୍ରାନ୍ତ ରହୁଥିବା ରୁମ୍‌ ସବୁଦିନ ସଫା ଓ ବିଶୋଧନ ହେବ।
  • କରୋନା ଆକ୍ରାନ୍ତ ପୁଷ୍ଟିକର ଓ ଗରମ ଖାଦ୍ୟ ଖାଇବେ। ଭୋକରେ ରହିବେ ନାହିଁ।
  • କରୋନା ଆକ୍ରାନ୍ତ ଯଥେଷ୍ଟ ବିଶ୍ରାମ ନେବେ। ପ୍ରଚୁର ପାଣି ପିଇବେ। ଏଥିସହ ଆଇସୋଲେସନ୍‌ କିଟ୍‌ରେ ଦିଆଯାଇଥିବା ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁସାର ନିୟମିତ ଖାଇବେ।

ହୋମ୍‌ ଆଇସୋଲେସନ୍‌ରେ ରହିଲେ କଣ କରିବେ?

  • ଯେଉଁ କରୋନା ଆକ୍ରାନ୍ତମାନେ ହୋମ୍‌ ଆଇସୋଲେସନରେ ରହୁଛନ୍ତି, ସେମାନଙ୍କର ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ତାପମାତ୍ରା, ବ୍ଲଡ୍‌ ପ୍ରେସର, ହାର୍ଟ ରେଟ୍‌, ଅକ୍ସିଜେନ୍ ସାଚୁରେସନ୍‌ ଓ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବା ନିହାତି ଜରୁରୀ।
  • ଏଥିପାଇଁ କରୋନା ଆକ୍ରାନ୍ତମାନେ ଘରେ ଥର୍ମୋମିଟର, ରକ୍ତଚାପ ମପା ଯନ୍ତ୍ର ଓ ପଲ୍‌ସ ଅକ୍ସିମିଟର ଆଦି ରଖନ୍ତୁ।
  • କରୋନା ଆକ୍ରାନ୍ତଙ୍କ ମୁଣ୍ଡ ବୁଲାଇଲେ, ହାର୍ଟ ରେଟ୍‌ ବଢିଗଲେ, ବ୍ଲଡ୍ ପ୍ରେସର କମିଗଲେ, ଅଣନିଶ୍ୱାସୀ ଲାଗିଲେ ବା ଶ୍ୱାସକ୍ରିୟାରେ କଷ୍ଟ ହେଲେ ଏବଂ ଅକ୍ସିଜେନ ସାଚୁରେସନ ୯୦ ପ୍ରତିଶତରୁ ତଳକୁ ଖସିଗଲେ, ୧୯୨୯ ବା ୧୦୪ ହେଲପ୍ଲାଇନ୍‌ ନମ୍ବରରେ ଫୋନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story