କଟକ: ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି  ପୋଲିସ୍

କଟକ: କଟକ ସିଡିଏ ସେକ୍ଟର୍-୭ରେ ଅଗ୍ନିକାଣ୍ଡ ଘଟଣାର ତନାଘନା ଚଳାଇଛି କମିଶନରେଟ୍ ପୋଲିସ। ନିଆଁ ଲାଗିଥିବା ଘରୁ ପୋଲିସକୁ ଏକ ହାତଲେଖା ଚିଠି ମିଳିଛି। ଏହାକୁ ନେଇ ତଦନ୍ତ କରୁଛି ପୋଲିସ। ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ୩ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ଗୁରୁବାର ରାତି ପ୍ରାୟ ସାଢେ ୭ଟା ବେଳେ ସେକ୍ଟର ୭ ସ୍ଥିତ ଏକ ଘରର […]

ctc-fire

ctc-fire

Rakesh Mallick
  • Published: Friday, 04 December 2015
  • Updated: 04 December 2015, 04:47 AM IST

Sports

Latest News

କଟକ: କଟକ ସିଡିଏ ସେକ୍ଟର୍-୭ରେ ଅଗ୍ନିକାଣ୍ଡ ଘଟଣାର ତନାଘନା ଚଳାଇଛି କମିଶନରେଟ୍ ପୋଲିସ। ନିଆଁ ଲାଗିଥିବା ଘରୁ ପୋଲିସକୁ ଏକ ହାତଲେଖା ଚିଠି ମିଳିଛି। ଏହାକୁ ନେଇ ତଦନ୍ତ କରୁଛି ପୋଲିସ। ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ୩ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ଗୁରୁବାର ରାତି ପ୍ରାୟ ସାଢେ ୭ଟା ବେଳେ ସେକ୍ଟର ୭ ସ୍ଥିତ ଏକ ଘରର ଉପର ମହଲାରୁ ହଠାତ୍ ଧୂଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ପରେ କିଛି ଫାଟିବାର ଶବ୍ଦ ମଧ୍ୟ ଶୁଭିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଏକ ଶୋଇବା ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁସ ହୋଇଯାଇଥିଲା। ନିଆଁକୁ ଆୟତ କରିବା ପରେ ଶୋଇବାଘର ଭିତରେ ୩ ଜଣ ଶିଶୁ ଓ ଜଣେ ମହିଳା ପୋଡି ପ୍ରାଣ ହରାଇଥିବା ଦେଖିବାକୁ ମିଳିଥିଲା। ତେବେ ଅଗ୍ନିଶମ କର୍ମଚାରୀ ଅନ୍ୟଏକ ରୁମରୁ ଜଣେ ବୃଦ୍ଧ ଏବଂ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପଠାଇଥିଲେ। ମୃତକ ହେଲେ ଅରୁଣ କୁମାର ସାହୁ। ସେ ନିଜ ବାପା ଓ ଅବିବାହିତ ଭଉଣୀ ସହିତ ଭଡାରେ ରହୁଥିଲେ। ନିକଟରେ ବାଲିଯାତ୍ରା ଦେଖିବା ପାଇଁ ତାଙ୍କ ପିଉସୀ ଝିଅ ଭଉଣୀ ଓ ତାଙ୍କର ୩ ଜଣ ଶିଶୁ ତାଙ୍କ ଘରକୁ ଆସିଥିଲେ। ତେବେ ଏହି ଦୁର୍ଘଟଣାରେ ପିଉସୀ ଝିଅ ଭଉଣୀ ଓ ତାଙ୍କର ୩ ସନ୍ତାନ ପ୍ରାଣ ହରାଇଛନ୍ତି । ଅରୁଣଙ୍କ ବାପା ଓ ଭଉଣୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ନିଆଁର ତୀବ୍ରତା ମାତ୍ରାଧିକ ଥିଲା। ତେଣୁ ଏହା କୌଣସି ମାମୁଲି ଉତ୍ସରୁ ନିଆଁ ଲାଗି ନାହିଁ। ସେହିପରି ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରର କବାଟ ଖୋଲାଥିଲା ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story