ଆଇଆଇଏଫଏଲ ସଂସ୍ଥାରୁ ଲୁଟ୍ ଘଟଣାରେ ୪ ମାମଲା ରୁଜୁ

କଟକ:(ଓଡ଼ିଶା ରିପୋର୍ଟର): ସୁନା ବନ୍ଧକ ଓ ଋଣ ପ୍ରଦାନକାରୀ IIFL ସଂସ୍ଥାରୁ ଲୁଟ୍ ଘଟଣାରେ କଟକର ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି। ଲାଲବାଗରେ ୨, ପୁରୀଘାଟ ଓ ମଙ୍ଗଳାବାଗ ଥାନାରେ ୧ଟି ଲେଖାଏଁ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ, ନୀଳିମା ଲେଙ୍କା ପ୍ରମୁଖଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସହ ୫ ଜଣଙ୍କୁ ରିମାଣ୍ଡରେ ନେଇଛି ପୁଲିସ।

cuttack-loot

Tapas Behera
  • Published: Monday, 14 December 2020
  • , Updated: 14 December 2020, 05:18 PM IST

Related story