ବାଲି ଚୋରିରୁ ଗୋଷ୍ଠୀ ସଂଘର୍ଷ; ଯୁବକଙ୍କୁ ହତ୍ୟା

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସଦର ଥାନା କୋରୁଅ ଛକରେ ଗତ ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ  କଣ୍ଠପୁରର ଟୁଲୁ ବିଶ୍ୱାଳ ବୋଲି ଜଣାପଡ଼ିଛି। ବାଲି ଚୋରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ  ହୋଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାଯାଇଛି। ଏହି ଘଟଣା ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତକାଲି ରାତିରେ ବାଲି ଚୋରିକୁ ନେଇ କଣ୍ଠପୁର ଓ ଗୋଲାସାହିର ଦୁଇ ଗୋଷ୍ଠୀ ମଧ୍ୟରେ […]

puri-1-1

puri-1-1

Niharika Rout
  • Published: Thursday, 14 November 2019
  • Updated: 14 November 2019, 10:14 AM IST

Sports

Latest News

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସଦର ଥାନା କୋରୁଅ ଛକରେ ଗତ ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ  କଣ୍ଠପୁରର ଟୁଲୁ ବିଶ୍ୱାଳ ବୋଲି ଜଣାପଡ଼ିଛି। ବାଲି ଚୋରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ  ହୋଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାଯାଇଛି। ଏହି ଘଟଣା ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗତକାଲି ରାତିରେ ବାଲି ଚୋରିକୁ ନେଇ କଣ୍ଠପୁର ଓ ଗୋଲାସାହିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି ପୁଲିସ୍ । ଘଟଣାସ୍ଥଳରେ ସଦରଥାନା ପୁଲିସ୍‌  ପହଞ୍ଚି ମାମଲାର ଖୋଳତାଡ଼ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story