ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାର୍ଚ୍ଚରେ ଦେଶରେ ମୋଟ ୧,୦୬,୫୭୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଆଦାୟ ହୋଇଛି। ଏହା ୨୦୧୮-୧୯ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ମାସିକ ଜିଏସ୍ଟି ଆଦାୟ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ତଥ୍ୟ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ ସେଥି ମଧ୍ୟରୁ ୨୦,୩୫୩ କୋଟି କେନ୍ଦ୍ରୀୟ ଜିଏସ୍ଟି ହୋଇଥିବା ବେଳେ ରାଜ୍ୟ ଜିଏସ୍ଟି ପରିମାଣ ୨୭,୫୨୦ କୋଟି ଟଙ୍କା ରହିଛି।
ସେହିପରି ସମନ୍ୱତି ଜିଏସ୍ଟି(ଆଇଜିଏସ୍ଟି) ପରିମାଣ ୫୦,୪୧୮ କୋଟି, ଉପଟିକସ ବା ସେସ୍ ପରିମାଣ ୮,୨୮୬ କୋଟି ଟଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରବଳ ଥଣ୍ଡାରେ ଚେତାଶୂନ୍ୟ ହୋଇପଡ଼ିଲେ ବର, ବିବାହ ଭାଙ୍ଗି ଦେଲେ କନିଆଁ
ପ୍ରବଳ ଥଣ୍ଡା ଏବଂ ଶୀତ ଲହରି ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଛି। ଥଣ୍ଡା ଯୋଗୁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି।
National
ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ- ମୋତେ ରାହୁଲ ଗାନ୍ଧି ଠେଲିଦେଲେ
ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ।
National
ଲାଲୁ କହିଲେ- ଅମିତ ଶାହା ପାଗଳ ହୋଇଗଲେଣି
ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟିପ୍ପଣୀ ପରେ ଏହାକୁ ନେଇ ହଟ୍ଟଗୋଳ ଲାଗି ରହିଛି। ବିରୋଧୀ ଲଗାତର ତାଙ୍କୁ ଟାର୍ଗେଟ୍ କରୁଛନ୍ତି।
National
ବିଦ୍ୟୁତ୍ ମିଟର ଟାମ୍ପରିଂ: ସାଂସଦଙ୍କ ଘରେ ପଶିଲା ପୁଲିସ
ଆଜି ସକାଳୁ ପୁଲିସ ଫୋର୍ସ ସହ ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଛନ୍ତି।
National
ପିଲାଙ୍କ ଅଣ୍ଡା ଚୋରି କରୁଛନ୍ତି ପ୍ରଧାନ ଶିକ୍ଷକ, ଆକ୍ସନ୍ ମୁଡ୍ରେ ଜିଲ୍ଲା ଶିକ୍ଷା ଅଧିକାରୀ
ପ୍ରଧାନ ଶିକ୍ଷକ ପିଲାଙ୍କ ପାଇଁ ଆସିଥିବା ଅଣ୍ଡା ଚୋରି କରି ବ୍ୟାଗ୍ରେ ଭର୍ତ୍ତି କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।