ମାର୍ଚ୍ଚରେ ଜିଏସ୍‌ଟି ଆଦାୟ ୧ଲକ୍ଷ କୋଟିରୁ ଊର୍ଦ୍ଧ୍ୱ। ୧୨ ମାସରେ ସବୁଠୁ ଅଧିକା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାର୍ଚ୍ଚରେ ଦେଶରେ ମୋଟ ୧,୦୬,୫୭୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ହୋଇଛି। ଏହା ୨୦୧୮-୧୯ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ମାସିକ ଜିଏସ୍‌ଟି ଆଦାୟ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ତଥ୍ୟ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ସେଥି ମଧ୍ୟରୁ ୨୦,୩୫୩ କୋଟି କେନ୍ଦ୍ରୀୟ ଜିଏସ୍‌ଟି ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ୨୭,୫୨୦ କୋଟି ଟଙ୍କା ରହିଛି। ସେହିପରି ସମନ୍ୱତି ଜିଏସ୍‌ଟି(ଆଇଜିଏସ୍‌ଟି) ପରିମାଣ ୫୦,୪୧୮ […]

gsttt

gsttt

Jagamohan Maharana
  • Published: Monday, 01 April 2019
  • Updated: 01 April 2019, 07:31 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାର୍ଚ୍ଚରେ ଦେଶରେ ମୋଟ ୧,୦୬,୫୭୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ହୋଇଛି। ଏହା ୨୦୧୮-୧୯ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ମାସିକ ଜିଏସ୍‌ଟି ଆଦାୟ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ତଥ୍ୟ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ ସେଥି ମଧ୍ୟରୁ ୨୦,୩୫୩ କୋଟି କେନ୍ଦ୍ରୀୟ ଜିଏସ୍‌ଟି ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ୨୭,୫୨୦ କୋଟି ଟଙ୍କା ରହିଛି।
ସେହିପରି ସମନ୍ୱତି ଜିଏସ୍‌ଟି(ଆଇଜିଏସ୍‌ଟି) ପରିମାଣ ୫୦,୪୧୮ କୋଟି, ଉପଟିକସ ବା ସେସ୍‌ ପରିମାଣ ୮,୨୮୬ କୋଟି ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story