ଚାଇନା ବିରୋଧରେ ତାତିଲେ ହଂକଂବାସୀ, ବିଦ୍ରୋହୀଙ୍କ ଦଖଲରେ ସଂସଦ

ନୂଆଦିଲ୍ଲୀ: ଚାଇନା ସରକାରଙ୍କ ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌ ନେଇ ଅର୍ଦ୍ଧ ସ୍ୱୟଂଶାସିତ ହଂକଂରେ ବିଦ୍ରୋହ ଜୋର ଧରିଛି। ଶହ ଶହ ବିଦ୍ରୋହୀ ଆଜି ଝଡ଼ ଭଳି ମାଡ଼ିଆସି ସଂସଦ ଗୃହକୁ ନିଜ କବ୍‌ଜାକୁ ନେଇଛନ୍ତି। ହଳଦିଆ ଏବଂ ଧଳା ହେଲମେଟ୍‌ ପରିହିତ ଏହି ବିଦ୍ରୋହୀମାନେ ଆକ୍ରମଣାତ୍ମକ ଭୂମିକାରେ ଥିବାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ସଂସଦ ଗୃହ ଭିତରେ ସେମାନେ ଭଙ୍ଗାରୁଜା କରିବା ସହିତ କାନ୍ଥରେ ବିଭିନ୍ନ ସ୍ଲୋଗାନ ଲେଖିଛନ୍ତି। ଏହା ସହିତ […]

hongKong

hongKong

Subrat Kumar Nayak
  • Published: Monday, 01 July 2019
  • Updated: 01 July 2019, 10:49 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ସରକାରଙ୍କ ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌ ନେଇ ଅର୍ଦ୍ଧ ସ୍ୱୟଂଶାସିତ ହଂକଂରେ ବିଦ୍ରୋହ ଜୋର ଧରିଛି। ଶହ ଶହ ବିଦ୍ରୋହୀ ଆଜି ଝଡ଼ ଭଳି ମାଡ଼ିଆସି ସଂସଦ ଗୃହକୁ ନିଜ କବ୍‌ଜାକୁ ନେଇଛନ୍ତି। ହଳଦିଆ ଏବଂ ଧଳା ହେଲମେଟ୍‌ ପରିହିତ ଏହି ବିଦ୍ରୋହୀମାନେ ଆକ୍ରମଣାତ୍ମକ ଭୂମିକାରେ ଥିବାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି।

ଏହି ସଂସଦ ଗୃହ ଭିତରେ ସେମାନେ ଭଙ୍ଗାରୁଜା କରିବା ସହିତ କାନ୍ଥରେ ବିଭିନ୍ନ ସ୍ଲୋଗାନ ଲେଖିଛନ୍ତି। ଏହା ସହିତ ସେମାନେ ବ୍ରିଟିଶ୍‌ ଉପନିବେଶବାଦ ସମୟର ପତାକା ମଧ୍ୟ ପ୍ରଦର୍ଶନ କରିଛନ୍ତି। ଆଜି ଅର୍ଥାତ ସୋମବାର ବ୍ରିଟିଶ ସରକାର ଚାଇନାକୁ ହଂକଂ ହସ୍ତାନ୍ତର କରିଥିବାରୁ ଏହି ପୁରୁଣା ପତାକା ପ୍ରଦର୍ଶନ କରାଯାଇଛି।

ଅନ୍ୟପକ୍ଷରେ ବିଦ୍ରୋହୀମାନେ ସଂସଦ ଗୃହ ଭିତରେ ଏବଂ ବାହାରେ ଏଭଳି ଭଙ୍ଗାରୁଜା କରୁଥିବାବେଳେ ପୁଲିସ୍ ନିରବଦ୍ରଷ୍ଟା ସାଜିଥିଲା। ପୁଲିସ୍‌ ବାଧ୍ୟ ହୋଇ ଦମନମୂଳକ ପଦକ୍ଷେପ ନେବ ବୋଲି ବାରମ୍ବାର ଧମକାଇବା ପରେ ମଧ୍ୟ ବିଦ୍ରୋହୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରୁ ବିରତ ରହିଥିଲା। ସେମାନେ କାଚ ଏବଂ ଧାତୁ ନିର୍ମିତ ବ୍ୟାରିକେଡ୍ ଅତିକ୍ରମ କରିବା ସହିତ ହଂକଂର ପ୍ରତିଷ୍ଠିତ ନେତାମାନଙ୍କ ପୋଷ୍ଟର ମଧ୍ୟ ଚିରିଥିଲେ।

ବିଦ୍ରୋହୀମାନେ ସଂସଦର ମୁଖ୍ୟ ହଲ୍‌ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ ଏବଂ ସେଠାରେ ୱାଲ ପେଣ୍ଟିଂ ଜରିଆରେ ସ୍ଲୋଗାନ ଲେଖିଥିଲେ। ସେମାନେ ହଂକଂ ଶାସନର ପ୍ରତୀକ ଚିହ୍ନକୁ ଲିଭାଇବା ସହ ବ୍ରିଟିଶ୍‌ ଅମଳର ୟୁନିଅନ୍‌ ଅଫ୍‌ ଜ୍ୟାକ୍‌ ପତାକା ଉଡ଼ାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story