ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଭାରତ

କଲୋମ୍ବୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। କଲୋମ୍ବୋରେ ଏହି ମ୍ୟାଚ୍ ଖେଳା ଯାଉଛି। ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ଆଜି ଅଭିନବ ମୁକୁନ୍ଦଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ କେ.ଏଲ୍‌ ରାହୁଲ ଖେଳୁଛନ୍ତି। ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା।

sikhar

sikhar

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 10:43 AM IST

କଲୋମ୍ବୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। କଲୋମ୍ବୋରେ ଏହି ମ୍ୟାଚ୍ ଖେଳା ଯାଉଛି। ଭାରତ ଟସ୍ ଜିତି ବ୍ୟାଟିଂ କରୁଛି।

ଆଜି ଅଭିନବ ମୁକୁନ୍ଦଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ କେ.ଏଲ୍‌ ରାହୁଲ ଖେଳୁଛନ୍ତି।

ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos