ଆସ୍ଥା ଚିଟ୍‌ଫଣ୍ଡ ଠକେଇ: ଜେଲ୍‌ରେ ଶୁଭ୍ରାଂଶୁଙ୍କୁ ସିବିଆଇର ଜେରା

ଭୁବନେଶ୍ୱର:ରାଜ୍ୟରେ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାର ତଦନ୍ତ ଲାଗି ସିବିଆଇ ପୁଣି ଥରେ ତତ୍ପର ହୋଇପଡ଼ିଛି। ଗୁରୁବାର ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାକୁ ସବିଆଇର ଏକ ଟିମ୍ ଭୁବନେଶ୍ୱର ଝାରପଡା ଜେଲ୍‌ରେ  ଜେରା କରୁଛି ।  ଅର୍ଥ କାରବାର ସମ୍ପର୍କରେ ୨ ଦିନ ଜେରା ପାଇଁ ସିବିଆଇକୁ କୋର୍ଟ ଅନୁମତି ଦେଇଛନ୍ତି।

lenka

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 09:25 AM IST

Related story