ଜୋର ଧରୁଛି ବିଜେଡି-କଂଗ୍ରେସ ପଦଯାତ୍ରା ରାଜନୀତି

ଭୁନବେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଆରମ୍ଭ କରୁଛନ୍ତି ପଦଯାତ୍ରା । ବିଜେଡି ପ୍ରତିବର୍ଷ ଅକ୍ଟୋବର ୨ରୁ ଗାନ୍ଧୀ ଜୟନ୍ତୀରୁ ଏପରି ପଦଯାତ୍ରା କରି ସରକାରୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥାଏ । ତେବେ ଠିକ ଏକା ସମୟରେ କଂଗ୍ରେସ ପଦଯାତ୍ରା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି ଘୋଷଣା କରିଛି । କଂଗ୍ରେସର […]

bjd_congress_logo

bjd_congress_logo

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 06:53 AM IST

bjd_congress_logoଭୁନବେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଆରମ୍ଭ କରୁଛନ୍ତି ପଦଯାତ୍ରା । ବିଜେଡି ପ୍ରତିବର୍ଷ ଅକ୍ଟୋବର ୨ରୁ ଗାନ୍ଧୀ ଜୟନ୍ତୀରୁ ଏପରି ପଦଯାତ୍ରା କରି ସରକାରୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥାଏ । ତେବେ ଠିକ ଏକା ସମୟରେ କଂଗ୍ରେସ ପଦଯାତ୍ରା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି ଘୋଷଣା କରିଛି । କଂଗ୍ରେସର ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟରେ ପଦଯାତ୍ରା ରାଜନୀତି ଜୋର ଧରିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ କଂଗ୍ରେସ ପଦଯାତ୍ରା କରିବ । ୧୦ଟି ପର୍ଯ୍ୟାୟରେ ଏହି ପଦଯାତ୍ରା ଚାଲିବ। ଗତକାଲି ବସିଥିବା ପ୍ରଦେଶ କଂଗ୍ରେସ କମିଟି ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାରଙ୍କ ବିଫଳତାକୁ ନେଇ ବ୍ଲକଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ କରିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନୂଆ ଟିମକୁ ସାଂଗଠନିକ ଦାୟିତ୍ୱ ମିଳିଛି। ଦଳର ସାଧାରଣ ସମ୍ପାଦକ ଓ ସମ୍ପାଦକମାନଙ୍କୁ ସଂସଦୀୟ କ୍ଷେତ୍ର, ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଣ୍ଟନ କରାଯାଛି । ସେପଟେ ପ୍ରତିବର୍ଷ ଭଳି ଗାନ୍ଧୀ ଜୟନ୍ତୀରୁ ମଧ୍ୟ ପଦଯାତ୍ରା ଆରମ୍ଭ କରିବାକୁ ସଜବାଜ ହେଉଛି ବିଜେଡି। ରାଜ୍ୟ ସରକାରଙ୍କ ସଫଳତାର କଥାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ। ବିଜେଡି ନେତା ଓ କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇ ସିଧାସଳଖ ଲୋକଙ୍କ ପାଖକୁ ଯିବେ ଓ ସରକାରଙ୍କ ବିକାଶ କଥା କହିବେ। ଏ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଉପସ୍ଥିତିରେ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇସାରିଛି।

ତେବେ ବିଜେଡି ସହ ସମତାଳରେ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବାକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାଲୋଚନା କରିଛନ୍ତି । ସେହିପରି ଚାଷୀ ମୃତ୍ୟୁ ଓ ମରୁଡି ସ୍ଥିତି ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅକ୍ଟୋବର ଅକ୍ଟୋବର ୨ରୁ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ଘେରିବ ବୋଲି ସେ କହିଛନ୍ତି । ଏହା ଉପରେ ବିଜେଡି ମୁଖପାତ୍ର ପ୍ରତାପ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାଇ ରଖିଛି । ବିଭିନ୍ନ ପ୍ରସଙ୍ଗ ନେଇ ପ୍ରତିବର୍ଷ ଦଳ ଲୋକଙ୍କ ପାଖକୁ ଯାଇଥାଏ ଓ ଚଳିତବର୍ଷ ମଧ୍ୟ ଯିବ । ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବା ଏହି ପଦଯାତ୍ରାର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story