କଳାହାଣ୍ଡି:  ଆସନ୍ତାକାଲି ପ୍ରସିଦ୍ଧ ଛତର୍ ଯାତ୍ରା

ଭବାନୀପାଟଣା: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ ମାଆଙ୍କ ବିଜୟ ପ୍ରତିମା “ଛତର୍’ ଯାତ୍ରା ବେଳେ ମାନସିକଧାରୀମାନେ ଶହ ଶହ ସଂଖ୍ୟାରେ ପଶୁବଳି ଦେଇଥାନ୍ତି। ବଳିଯୋଗୁଁ ଜେନାଖାଲଠାରୁ ମନ୍ଦିରଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ରକ୍ତ ରଞ୍ଜିତ ହୋଇଉଠେ। ବଳି ପ୍ରଥା ରୋକିବା ଲାଗି ସଚେତନତା ରାଲି ଓ ପ୍ରଶାସନର ଉଦ୍ୟମ ସତ୍ବେ ସେମିତି କିଛି ଫରକ୍ ପଡ଼ିନାହିଁ। ବଳି ଦେବା […]

bhabanipatana

bhabanipatana

Rakesh Mallick
  • Published: Tuesday, 20 October 2015
  • Updated: 21 October 2015, 02:17 AM IST

Sports

Latest News

ଭବାନୀପାଟଣା: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ ମାଆଙ୍କ ବିଜୟ ପ୍ରତିମା "ଛତର୍' ଯାତ୍ରା ବେଳେ ମାନସିକଧାରୀମାନେ ଶହ ଶହ ସଂଖ୍ୟାରେ ପଶୁବଳି ଦେଇଥାନ୍ତି। ବଳିଯୋଗୁଁ ଜେନାଖାଲଠାରୁ ମନ୍ଦିରଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ରକ୍ତ ରଞ୍ଜିତ ହୋଇଉଠେ। ବଳି ପ୍ରଥା ରୋକିବା ଲାଗି ସଚେତନତା ରାଲି ଓ ପ୍ରଶାସନର ଉଦ୍ୟମ ସତ୍ବେ ସେମିତି କିଛି ଫରକ୍ ପଡ଼ିନାହିଁ। ବଳି ଦେବା ପାଇଁ ଶହଶହ ସଂଖ୍ୟାରେ ମାନସିକଧାରୀ, ଭବାନୀପାଟଣା ସହରରେ ପହଞ୍ଚି ସାରିଲେଣି। ଏଥିପାଇଁ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ୧୦ ପ୍ଲାଟୁନ୍ ଫେ।ର୍ସ ମୁତୟନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos