ଆଜିଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ହଜାର ହଜାର ହବିଷ୍ୟାଳୀ ଶ୍ରୀମନ୍ଦିରରେ ଦର୍ଶନ କରିବେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ। ସକାଳୁ ସକାଳୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବ୍ରତସଂକଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦର  ପୂଜା କରିବେ। ପଞ୍ଚବର୍ଣ୍ଣ ମୁରୁଜ ପକାଇ ତୁଳସୀ ଚଉରାରେ ଜଗନ୍ନାଥଙ୍କ ଫଟୋଚିତ୍ର ରଖି ହବିଷ୍ୟାଳୀମାନେ ପୂଜା  କରିବେ।  ଶ୍ରୀମନ୍ଦିରରେ ବିଶେଷ ନୀତିରେ ବାଳଧୂପରେ ବାଳଭୋଗ ନୀତି କରାଯାଏ। ଏହି ବାଳଭୋଗରେ ଲିଆକୁ ଘିଅରେ ଭିଜାଯିବା ସହ ଖଇ, […]

puri

puri

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 03:48 AM IST

Sports

Latest News

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ହଜାର ହଜାର ହବିଷ୍ୟାଳୀ ଶ୍ରୀମନ୍ଦିରରେ ଦର୍ଶନ କରିବେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ। ସକାଳୁ ସକାଳୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବ୍ରତସଂକଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦର  ପୂଜା କରିବେ। ପଞ୍ଚବର୍ଣ୍ଣ ମୁରୁଜ ପକାଇ ତୁଳସୀ ଚଉରାରେ ଜଗନ୍ନାଥଙ୍କ ଫଟୋଚିତ୍ର ରଖି ହବିଷ୍ୟାଳୀମାନେ ପୂଜା  କରିବେ।  ଶ୍ରୀମନ୍ଦିରରେ ବିଶେଷ ନୀତିରେ ବାଳଧୂପରେ ବାଳଭୋଗ ନୀତି କରାଯାଏ। ଏହି ବାଳଭୋଗରେ ଲିଆକୁ ଘିଅରେ ଭିଜାଯିବା ସହ ଖଇ, ଅଦା, ନଡ଼ିଆପାତି ଆଦିକୁ ମଣୋହୀ କରାଯାଇଥାଏ। ଏହି ଭୋଗକୁ  ଭକ୍ତଙ୍କୁ ବଣ୍ଟା ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story