କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବିଜେଡିର କଳାପତାକା ପ୍ରଦର୍ଶନ

ବରଗଡ଼: କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆଜି ବରଗଡ଼ ଜିଲ୍ଲାର ବିରଜାମକୁ ଏକ କାର୍ଯ୍ୟକ୍ରମ ପାଇଁ ଯିବା ସମୟରେ ତାଙ୍କୁ ଦଶମାଇଲି ଓ  ସୋହେଲାରେ ବିଜେଡି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସେହିପରି ବରଗଡ଼ ଗାନ୍ଧି ଛକରେ ମଧ୍ୟ କର୍ମୀମାନେ  କଳା ସାର୍ଟ ଓ କଳା ପତାକା ଧରି ବିରୋଧ ପ୍ରଦର୍ଶନ କରିଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେଡି ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ସହ ସହର ପରିକ୍ରମା କରିଥିଲେ।  

kala

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 01:28 PM IST

ବରଗଡ଼: କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆଜି ବରଗଡ଼ ଜିଲ୍ଲାର ବିରଜାମକୁ ଏକ କାର୍ଯ୍ୟକ୍ରମ ପାଇଁ ଯିବା ସମୟରେ ତାଙ୍କୁ ଦଶମାଇଲି ଓ  ସୋହେଲାରେ ବିଜେଡି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ସେହିପରି ବରଗଡ଼ ଗାନ୍ଧି ଛକରେ ମଧ୍ୟ କର୍ମୀମାନେ  କଳା ସାର୍ଟ ଓ କଳା ପତାକା ଧରି ବିରୋଧ ପ୍ରଦର୍ଶନ କରିଛନ୍ତି।

ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେଡି ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ସହ ସହର ପରିକ୍ରମା କରିଥିଲେ।

 

Related story