ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍: ୩ ତାରିଖରୁ ପଶ୍ଚିମ ଓଡ଼ିଶାର ୪ଟି ମରୁଡି ଗ୍ରସ୍ତ ଜିଲ୍ଲା ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟରେ ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ୧୦ ଜଣିଆ କେନ୍ଦ୍ରୀୟ ଟିମ। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର। କୃଷି ମନ୍ତ୍ରାଳୟର ଯୁଗ୍ମସଚିବ କେ. ଶ୍ରୀନିବାସଙ୍କ ନେତୃତ୍ୱରେ ଏହି ଟିମ ଓଡ଼ିଶା ଆସୁଛନ୍ତି। ସେମାନେ ୩ ଓ ୪ ତାରିଖ ଦୁଇଦିନ ଧରି ପଶ୍ଚିମ ଓଡ଼ିଶାର ନୂଆପଡା, ବଲାଙ୍ଗିର, କଳାହାଣ୍ଡି ଓ ବରଗଡ ଜିଲ୍ଲାର ବିଭିନ୍ନ ମରୁଡି ଅଞ୍ଚଳକୁ ହେଲିକପ୍ଟରରେ ଗସ୍ତ କରିବେ। ଏହାସହ ୫ ତାରିଖରେ […]

mayurbhanja-marudi

mayurbhanja-marudi

Rakesh Mallick
  • Published: Tuesday, 01 December 2015
  • Updated: 02 December 2015, 01:49 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ୧୦ ଜଣିଆ କେନ୍ଦ୍ରୀୟ ଟିମ। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର। କୃଷି ମନ୍ତ୍ରାଳୟର ଯୁଗ୍ମସଚିବ କେ. ଶ୍ରୀନିବାସଙ୍କ ନେତୃତ୍ୱରେ ଏହି ଟିମ ଓଡ଼ିଶା ଆସୁଛନ୍ତି। ସେମାନେ ୩ ଓ ୪ ତାରିଖ ଦୁଇଦିନ ଧରି ପଶ୍ଚିମ ଓଡ଼ିଶାର ନୂଆପଡା, ବଲାଙ୍ଗିର, କଳାହାଣ୍ଡି ଓ ବରଗଡ ଜିଲ୍ଲାର ବିଭିନ୍ନ ମରୁଡି ଅଞ୍ଚଳକୁ ହେଲିକପ୍ଟରରେ ଗସ୍ତ କରିବେ।

ଏହାସହ ୫ ତାରିଖରେ ଟିମ୍ ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଅକ୍ଟୋବର ୭ ଓ ୮ ତାରିଖରେ କେନ୍ଦ୍ରୀୟ ଟିମ୍ ମରୁଡି ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story