ରାଜଧାନୀରେ ୧୨ରୁ ଖୋଲିବ ଧର୍ମାନୁଷ୍ଠାନ, ମନ୍ଦିରରେ ପ୍ରବେଶ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ କମିବାରେ ଲାଗିଛି କରୋନା କୋପ। ଏହାକୁ ଦୃଷ୍ଟିରେ ରଖି କୋହଳ ହେଉଛି କଟକଣା। ଦୀର୍ଘ ଦିନର ବ୍ୟବଧାନ ପରେ ଆସ୍ତେ ଆସ୍ତେ ଖୋଲୁଛି ଧର୍ମାନୁଷ୍ଠାନ। ପୁରୀ ଜଗନ୍ନାଥ ମନ୍ଦିର ଖୋଲି ସାରିଥିବା ବେଳେ ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିବ। ଭୁବନେଶ୍ୱରସ୍ଥିତ ସମସ୍ତ ମସଜିଦ୍,ଚର୍ଚ୍ଚ,ଗୁରୁଦ୍ୱାର ମଧ୍ୟ ୧୨ରୁ ଖୋଲିବାକୁ ଅନୁମତି ଦିଆଯାଇଛି। ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ବିଏମ୍‌ସି ଗାଇଡଲାଇନ୍‌ ଅନୁଯାୟୀ, ମନ୍ଦିରରେ […]

lingaraj temple

lingaraj temple

Niharika Rout
  • Published: Tuesday, 08 February 2022
  • Updated: 08 February 2022, 03:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ କମିବାରେ ଲାଗିଛି କରୋନା କୋପ। ଏହାକୁ ଦୃଷ୍ଟିରେ ରଖି କୋହଳ ହେଉଛି କଟକଣା। ଦୀର୍ଘ ଦିନର ବ୍ୟବଧାନ ପରେ ଆସ୍ତେ ଆସ୍ତେ ଖୋଲୁଛି ଧର୍ମାନୁଷ୍ଠାନ। ପୁରୀ ଜଗନ୍ନାଥ ମନ୍ଦିର ଖୋଲି ସାରିଥିବା ବେଳେ ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିବ।

ଭୁବନେଶ୍ୱରସ୍ଥିତ ସମସ୍ତ ମସଜିଦ୍,ଚର୍ଚ୍ଚ,ଗୁରୁଦ୍ୱାର ମଧ୍ୟ ୧୨ରୁ ଖୋଲିବାକୁ ଅନୁମତି ଦିଆଯାଇଛି। ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

ବିଏମ୍‌ସି ଗାଇଡଲାଇନ୍‌ ଅନୁଯାୟୀ, ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ଉଭୟ ଡୋଜ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି। ଟିକା ପ୍ରମାଣ ସହ ଆଧାର କିମ୍ବା ଭୋଟର କାର୍ଡ ଦେଖାଇଲେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ବିଏମ୍‌ସି ପକ୍ଷରୁ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ରୀତିନୀତି କରୁଥିବା ପୂଜକଙ୍କ ପାଇଁ ମଧ୍ୟ ସଂପୂର୍ଣ୍ଣ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି।

ଏହାବାଦ ଲିଙ୍ଗରାଜ ମନ୍ଦିରରେ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି।  ୧୫ ବର୍ଷରୁ କମ୍ ପିଲା ପରିଚୟପତ୍ର ଦେଖାଇ ଅଭିଭାବକଙ୍କ ସହ ଯାଇପାରିବେ ।

କରୋନା ଦ୍ୱିତୀୟ ଲହର ସମୟରେ ଲାଗୁ ହୋଇଥିବା କଟକଣାରେ ଶ୍ରଦ୍ଧାଳୁଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ଅନୁମତି ମିଳିଥିବା ବେଳେ  ୧୮ ବର୍ଷରୁ କମ୍ ବୟସ୍କଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନର ଏପରି ଅଜବ ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ପିଲାମାନେ ବାହାରେ ଘଣ୍ଟା ଘଣ୍ଟା ଧରି ଖରା, ବର୍ଷାରେ ଛିଡ଼ା ହେବା ଦ୍ୱାରା ସେମାନଙ୍କ ଶିଶୁ ଅଧିକାର ଉଲ୍ଲଂଘନ ହେଉଛି । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ତାଗିଦ କରିଥିଲେ ସନ୍ଧ୍ୟାବତୀ ପ୍ରଧାନ । ତେଣୁ ଚଳିତ ଥର ଏହି ନିୟମକୁ କୋହଳ କରାଯାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story