ପ୍ରଥମ ଟେଷ୍ଟ: ସଂଖ୍ୟାରେ ରେକର୍ଡ

ବିଶାଖାପାଟଣା: ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୨୦୩ ରନରେ ଜିତି ଭାରତ ବିଜୟ ସହ ଶୁଭାରମ୍ଭ କରିଛି। ଏହି ମ୍ୟାଚରେ ଉଭୟ ଦଳ ତରଫରୁ ଅନେକ ରେକର୍ଡ କରାଯାଇଛି। ତେବେ ଆସନ୍ତୁ ଏହି ରେକର୍ଡ ଗୁଡ଼ିକ ଉପରେ ନଜର ପକାଇବା। ୩୭: ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ରେକର୍ଡ ବିଶାଖାପାଟଣାରେ ହୋଇଛି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ମୋଟ ୩୭ ଛକା ମାରି ରେକର୍ଡ କରିଛନ୍ତି। […]

reord

reord

Ranjit Kumar Jena
  • Published: Sunday, 06 October 2019
  • Updated: 06 October 2019, 06:12 PM IST

Sports

Latest News

ବିଶାଖାପାଟଣା: ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୨୦୩ ରନରେ ଜିତି ଭାରତ ବିଜୟ ସହ ଶୁଭାରମ୍ଭ କରିଛି। ଏହି ମ୍ୟାଚରେ ଉଭୟ ଦଳ ତରଫରୁ ଅନେକ ରେକର୍ଡ କରାଯାଇଛି। ତେବେ ଆସନ୍ତୁ ଏହି ରେକର୍ଡ ଗୁଡ଼ିକ ଉପରେ ନଜର ପକାଇବା।

୩୭: ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ରେକର୍ଡ ବିଶାଖାପାଟଣାରେ ହୋଇଛି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ମୋଟ ୩୭ ଛକା ମାରି ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୨୦୧୪ରେ ଶାରଜାରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୩୫ ଛକା ମରାଯାଇଥିଲା।

୩୫୦: ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଟେଷ୍ଟ କ୍ରିକେଟରେ ଦ୍ରୁତ ୩୫୦ ୱିକେଟ୍‌ ନେଇ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଅଶ୍ୱିନ୍‌ ଓ ମୁରଲୀ ୬୬ ଟେଷ୍ଟରେ ଏହି ରେକର୍ଡ କରିଛନ୍ତି।

୯୧: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟରେ ସେନୁରାନ ମୁଥୁସ୍ୱାମୀ ଓ ଡେନ୍‌ ପିଟ୍‌ ନବମ ୱିକେଟ୍‌ ପାଇଁ ରେକର୍ଡ ୯୧ ରନର ପାର୍ଟନରଶିପ୍‌ କରିଛନ୍ତି। ଏହା ପୂର୍ବରୁ ଭିଭିଏସ୍‌ ଲକ୍ଷ୍ମଣ ଓ ଅନୀଲ କୁମ୍ବଲେ ନବମ ୱିକେଟ୍‌ ନାଇଁ ୮୦ ରନ୍‌ ଯୋଡ଼ିଥିଲେ।

୧୫୦: ରବୀନ୍ଦ୍ର ଜାଡେଜା ତୃତୀୟ ବାମହାତୀ ସ୍ପିନର୍‌ ଭାବେଜ ଘରୋଇ ମାଟିରେ ୧୫୦ରୁ ଅଧିକ ୱିକେଟ୍‌ ନେଇଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ରଙ୍ଗନା ହେରାଥ ଓ ନ୍ୟୁଜିଲ୍ୟାଣ୍ଡର ଡାନିଏଲ୍‌ ଭେଟ୍ଟୋରୀ ଏହି କାରନାମା କରିଥିଲେ।

୨୭: ଟେଷ୍ଟ କ୍ରିକେଟର କୌଣସି ଇନିଂସରେ ସର୍ବାଧିକ ଛକା ମାରିବା ମାମଲାରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୪ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍‌ ୩୫ ଛକା ମାରି ବିଶ୍ୱ ରେକର୍ଡ କରିଥିଲା।

୧୩: ରୋହିତ୍‌ ଶର୍ମା (୧୩) ଗୋଟିଏ ଟେଷ୍ଟରେ ସର୍ବାଧିକ ଛକା ମାରି ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ପାକିସ୍ତାନର ୱାସିମ୍‌ ଆକ୍ରାମ (୧୨)ଙ୍କୁ ପଛରେ ପକାଇଛନ୍ତି।

୧: ଓପ୍ନର ଭାବେ ରୋହିତ୍‌ ନିଜର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିବାରେ ବିଶ୍ୱର ପ୍ରଥମ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି।

୬: ରୋହିତ୍‌ ଭାରତର ଷଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ କୌଣସି ଟେଷ୍ଟର ଉଭୟ ଇନିଂସରେ ଶତକ ମାରିବାର ରେକର୍ଡ କରିଛନ୍ତି। ଏହା ପୂର୍ବରୁ ବିଜୟ ହଜାରେ, ସୁନୀଲ ଗାଭାସ୍କର, ରାହୁଲ୍‌ ଡ୍ରାଭିଡ୍‌, ବିରାଟ୍‌ କୋହଲି ଓ ଆଜିଙ୍କ୍ୟ ରାହାଣେ ଗୋଟିଏ ଟେଷ୍ଟରେ ଶତକ ମାରିଥିଲେ।

୩: ମୟଙ୍କ ଅଗ୍ରୱାଲ୍‌ ଓ ରୋହିତ୍‌ ତୃତୀୟ ଭାରତୀୟ ଓପନିଂ ଯୋଡ଼ି ଭାବେ ପ୍ରଥମ ୱିକେଟ୍‌ ପାଇଁ ୩୦୦ରୁ ଅଧିକ ରନ୍‌ କରିଛନ୍ତି। ଏହା ପୂର୍ବରୁ ବିନୁ ମାଙ୍କଡ୍‌-ପଙ୍କଜ ରୟ ଓ ରାହୁଲ୍‌ ଡ୍ରାଭିଡ୍‌-ବୀରେନ୍ଦ୍ର ସେହ୍ୱାଗ ପ୍ରଥମ ୱିକେଟ୍‌ ପାଇଁ ୩୦୦ରୁ ଅଧିକ ରନ୍‌ କରିଥିଲେ।

୪: ମୟଙ୍କ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ନିଜର ପ୍ରଥମ ଶତକରୁ ଦ୍ୱିଶତକରେ ପରିଣତ କରିଛନ୍ତି। ଏହି ମାମଲାରେ ସେ ଦିଲୀପ ସରଦେଶାଇ, ବିନୋଦ କାମ୍ବଲୀ ଓ କରୁନ୍‌ ନାୟରଙ୍କ ସମକକ୍ଷ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story