୫୨ ବର୍ଷୀୟ ଷ୍ଟାରଙ୍କର ୧୮ ବର୍ଷୀୟା ପ୍ରେମିକା

ଆଜି ସୁପର ମଡେଲ୍ ଓ ଅଭିନେତା ମିଲିନ୍ଦ ସୋମନ୍‌ଙ୍କ ଜନ୍ମଦିନ। ସେ ଆଜି ୫୨ ବର୍ଷରେ ପାଦ ଥାପିଲେ। ହେଲେ ଏବେ ବି ତାଙ୍କର ଲୋକପ୍ରିୟତା ସେମତି ବରକରାର ରହିଛି। କିଛି ଦିନ ହେବ ମିଲିନ୍ଦ ସୋସିଆଲ ମଡିଆରେ ଚର୍ଚ୍ଚାରେ ରହିଛନ୍ତି।। ହେଲେ ନିଜ ପାଇଁ ନୁହେଁ, ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ। କିଛିଦିନ ପୂର୍ବେ ମିଲିନ୍ଦ ଆମାଜନ୍ ଫ୍ୟାସନ୍ ୱିକ୍(AIFW)ରେ ନିଜ ଗର୍ଲଫ୍ରେଣ୍ଡ ସହ ନଜର ଆସିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାଁ ହେଉଛି ଅଙ୍କିତା କୋନବର୍। ଏହି […]

milind-ankita

milind-ankita

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 03:10 PM IST

Sports

Latest News

ଆଜି ସୁପର ମଡେଲ୍ ଓ ଅଭିନେତା ମିଲିନ୍ଦ ସୋମନ୍‌ଙ୍କ ଜନ୍ମଦିନ। ସେ ଆଜି ୫୨ ବର୍ଷରେ ପାଦ ଥାପିଲେ। ହେଲେ ଏବେ ବି ତାଙ୍କର ଲୋକପ୍ରିୟତା ସେମତି ବରକରାର ରହିଛି। କିଛି ଦିନ ହେବ ମିଲିନ୍ଦ ସୋସିଆଲ ମଡିଆରେ ଚର୍ଚ୍ଚାରେ ରହିଛନ୍ତି।। ହେଲେ ନିଜ ପାଇଁ ନୁହେଁ, ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ।

କିଛିଦିନ ପୂର୍ବେ ମିଲିନ୍ଦ ଆମାଜନ୍ ଫ୍ୟାସନ୍ ୱିକ୍(AIFW)ରେ ନିଜ ଗର୍ଲଫ୍ରେଣ୍ଡ ସହ ନଜର ଆସିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାଁ ହେଉଛି ଅଙ୍କିତା କୋନବର୍। ଏହି ଇଭେଣ୍ଟରେ ଦୁହେଁ ମିଲିନ୍ଦଙ୍କ ଲାଇଫ୍‌ଷ୍ଟାଇଲ୍ ବ୍ରାଣ୍ଡ Deiveeର ଟିସାର୍ଟ୍ ପିନ୍ଧିଥିଲେ।

ସୂଚନା ଅନୁଯାୟୀ, ଅଙ୍କିତା ମାତ୍ର ୧୮ ବର୍ଷର। ମାସେ ହେବ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମିଲିନ୍ଦଙ୍କ ସହ ଫଟୋ ସେୟାର କରୁଛନ୍ତି। ଅଙ୍କିତା ଜଣେ ଏୟାର ହୋସ୍ଟେସ୍। ସେ ମାରାଥନରେ ମଧ୍ୟ ସାମିଲ ହୁଅନ୍ତି। ଏମାନେ ଦୁଇଜଣ ଗତ ଅକ୍ଟୋବର ମାସରୁ ପରସ୍ପରକୁ ଡେଟ୍ କରୁଛନ୍ତି। ମିଲିନ୍ଦଙ୍କ ମାଆ ଉଷା ସୋମେନ୍ ମଧ୍ୟ ଅଙ୍କିତାଙ୍କୁ ଭେଟି ସେମାନଙ୍କ ସମ୍ପର୍କକୁ ଗ୍ରିନ୍ ସିଗନାଲ୍‌ ଦେଇଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମିଲିନ୍ଦ, ଅଙ୍କିତାଙ୍କଠାରୁ ବୟସରେ ୩୪ ବର୍ଷ ବଡ଼। ଏହି ପ୍ରେମ ସମ୍ପର୍କ ପୁଣିଥରେ ପ୍ରମାଣିତ କରିଛି ଯେ ପ୍ରେମ କେବେ ବୟସର ବନ୍ଧବାଡ଼ ମାନି ନଥାଏ।

ଆହୁରି ମଧ୍ୟ ପଢନ୍ତୁ: ପତ୍ନୀଙ୍କଠାରୁ ପବ୍ଲିକ ପ୍ଲେସ୍‌ରେ ମାଡ଼ ଖାଇଛନ୍ତି ଏହିସବୁ ଅଭିନେତା

ମିଲିନ୍ଦ୍ ୧୬ ଡିସେମ୍ବର, ରୁଲ୍ସ୍, ପ୍ୟାର କା ସୁପରହିଟ ଫଋମୁଲା,  ଭ୍ରମ,ସଲାମ ଇଣ୍ଡିଆ ପରି ଫିଲ୍ମରେ ଅଭିନୟ କରିଛନ୍ତି। କିଛିଦିନ ପୂର୍ବ ଖବର ଆସିଥିଲା ଯେ ସେ ଶାହାନା ଗୋସ୍ୱାମୀଙ୍କୁ ଡେଟ୍ କରୁଥିଲେ।

ମିଲିନ୍ଦଙ୍କ ଶେଷ ଫିଲ୍ମ ଦୀପିକା ପାଦୁକୋନ ଓ ରଣଭୀରଙ୍କ ଅଭିନିତ ‘ବାଜି ରାଓ ମସ୍ତାନୀ।’ ବର୍ତ୍ତମାନ ସେ ମଲାଇକା ଅରୋରା ଖାନ ସହ  ଇଣ୍ଡିଆଜ୍ ନେକ୍ସଟ୍ ଟପ୍ ମଡେଲକରେ  ହୋଷ୍ଟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story