କେନ୍ଦ୍ରାପଡା ଓ ମାଲକାନଗିରି ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲାର ପଞ୍ଚାୟତ ନିର୍ବାଚନ ଫଳାଫଳ ସମୀକ୍ଷା କରିଛନ୍ତି। ବିଜେଡି ରାଜ୍ୟ କାଯର୍ୟାଳୟରେ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଏନେଇ ନବୀନ ଆଲୋଚନା କରିଛନ୍ତି। ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା, ଦଳୀୟ ସଂଗଠନ ଯେପରି ମଜଭୁତ୍ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।

naveen

Rakesh Mallick
  • Published: Saturday, 06 May 2017
  • , Updated: 07 May 2017, 07:46 AM IST

Related story