ବିନା ଅକ୍ସିଜେନ୍‌ରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା: କୈଳାସ ସତ୍ୟାର୍ଥୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗୋରଖପୁରର ବିଆର୍‌ଡି ହସ୍‌ପିଟାଲରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଖବର ସମସ୍ତଙ୍କ ପାଇଁ ଏକ ଦୁଃଖର ବିଷୟ। ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏ ଘଟଣା ଉପରେ ସେ ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ବିନା ଅକ୍ସିଜେନ୍‌ରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ। ଏହା ହତ୍ୟା। ଆମ ପିଲାମାନଙ୍କ ପାଇଁ ସ୍ୱାଧୀନତାର ୭୦ ବର୍ଷ ଅର୍ଥ […]

kailash

kailash

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 02:17 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗୋରଖପୁରର ବିଆର୍‌ଡି ହସ୍‌ପିଟାଲରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଖବର ସମସ୍ତଙ୍କ ପାଇଁ ଏକ ଦୁଃଖର ବିଷୟ। ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏ ଘଟଣା ଉପରେ ସେ ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ବିନା ଅକ୍ସିଜେନ୍‌ରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ। ଏହା ହତ୍ୟା। ଆମ ପିଲାମାନଙ୍କ ପାଇଁ ସ୍ୱାଧୀନତାର ୭୦ ବର୍ଷ ଅର୍ଥ କ’ଣ ଏହା?”

କୈଳାସ ତାଙ୍କ ଆଉ ଏକ ଟ୍ୱିଟ୍‌ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରି ଲେଖିଛନ୍ତି,“ ଆପଣଙ୍କ ଏକ ନିର୍ଣ୍ଣାୟକ ପଦକ୍ଷେପ ଦେଶରେ ଚାଲୁଥିବା ଭ୍ରଷ୍ଟ ସ୍ୱାସ୍ଥ୍ୟାବସ୍ଥାକୁ ଠିକ୍ କରି ପାରିବ ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ରୋକା ଯାଇପାରିବ।”

ସୂଚନାଯୋଗ୍ୟ, ଗତକାଲି ଗୋରଖପୁର ମେଡିକାଲ କଲେଜରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ମଧ୍ୟରେ କିଛି ନବଜାତ ମଧ୍ୟ ଥିଲେ। ଗତ ୩୬ରୁ ୪୮ ଘଣ୍ଟା ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ କୌଣସି ଅଧିକାରୀ କିଛି କହି ନ ଥିବା ବେଳେ ଅକ୍ସିଜେନ୍ ମାତ୍ରା କମ୍ ଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ଅକ୍ସିଜେନ୍ ଅଭାବରୁ ଶିଶୁ ମାନଙ୍କ ମୃତ୍ୟୁ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story