ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲା: ବର୍ଷା ଯୋଗୁଁ ମଧ୍ୟାହ୍ନ ଭୋଜନ ବିରତ ପରେ ଖେଳ ବନ୍ଦ

ଭୁବନେଶ୍ୱର: କିଟ୍ ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲା ମଧ୍ୟାହ୍ନ ଭୋଜନ ବିରତି ପରେ ବର୍ଷା ଯୋଗୁ ଆରମ୍ଭ ହୋଇପାରିନାହିଁ । ଆଜି ଓଡ଼ିଶା ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦିଲ୍ଲୀ କୌଣସି ଉଇକେଟ୍ ନ ହରାଇ ୨୫ ଓଭରରେ ୪୧ ରନ୍ କରିଛି। ସକାଳୁ ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ପୂର୍ବ ମ୍ୟାଚରେ ଆସାମକୁ ହରାଇଥିବା ଟିମ୍ ଓଡ଼ିଶାର ମନୋବଳ ବେଶ୍ […]

odisha-dhili-ranjit

odisha-dhili-ranjit

Rakesh Mallick
  • Published: Friday, 30 October 2015
  • Updated: 30 October 2015, 01:50 PM IST

ଭୁବନେଶ୍ୱର: କିଟ୍ ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲା ମଧ୍ୟାହ୍ନ ଭୋଜନ ବିରତି ପରେ ବର୍ଷା ଯୋଗୁ ଆରମ୍ଭ ହୋଇପାରିନାହିଁ । ଆଜି ଓଡ଼ିଶା ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦିଲ୍ଲୀ କୌଣସି ଉଇକେଟ୍ ନ ହରାଇ ୨୫ ଓଭରରେ ୪୧ ରନ୍ କରିଛି। ସକାଳୁ ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ପୂର୍ବ ମ୍ୟାଚରେ ଆସାମକୁ ହରାଇଥିବା ଟିମ୍ ଓଡ଼ିଶାର ମନୋବଳ ବେଶ୍ ଦୃଢ ରହିଛି। ସେପଟେ ପୂର୍ବ ମ୍ୟାଚରେ ବେଙ୍ଗଲ ଅଧିନାୟକ ମନୋଜ ତିୱାରୀଙ୍କ ସହ ଯୁକ୍ତିତର୍କ ପାଇଁ ଚର୍ଚ୍ଚାରେ ଥିବା ଦିଲ୍ଲୀ କପ୍ତାନ ଗୌତମ ଗମ୍ଭୀରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos