‘ସାପ କାମୁଡ଼ା ରୋଗୀଙ୍କୁ ଚଲାନ୍ତୁ ନାହିଁ, ଷ୍ଟ୍ରେଚରରେ ମେଡ଼ିକାଲ୍‌ ନିଅନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାପ କାମୁଡ଼ା ଚୋଗୀଙ୍କୁ ଚଲା ବୁଲା କରିବାକୁ କୁହନ୍ତୁ ନାହିଁ। ସେମାନଙ୍କୁ ଶୀଘ୍ର ଷ୍ଟ୍ରେଚରରେ ଡାକ୍ତରଖାନା ନିଅନ୍ତୁ। କେଳା ଓ ଗୁଣିଆଙ୍କ ପାଖକୁ ନିଅନ୍ତୁ ନାହିଁ। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ରାଜ୍ୟରେ ବଢ଼ୁଥିବା ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ସାପ କାମୁଡ଼ାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାରଙ୍କ ନୂଆ ରଣନୀତି। ସାପ କାମୁଡା ରୋଗୀ […]

Snake

Snake

Manoranjan Sial
  • Published: Monday, 19 December 2022
  • Updated: 19 December 2022, 05:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାପ କାମୁଡ଼ା ଚୋଗୀଙ୍କୁ ଚଲା ବୁଲା କରିବାକୁ କୁହନ୍ତୁ ନାହିଁ। ସେମାନଙ୍କୁ ଶୀଘ୍ର ଷ୍ଟ୍ରେଚରରେ ଡାକ୍ତରଖାନା ନିଅନ୍ତୁ। କେଳା ଓ ଗୁଣିଆଙ୍କ ପାଖକୁ ନିଅନ୍ତୁ ନାହିଁ। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ରାଜ୍ୟରେ ବଢ଼ୁଥିବା ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ସାପ କାମୁଡ଼ାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାରଙ୍କ ନୂଆ ରଣନୀତି। ସାପ କାମୁଡା ରୋଗୀ ବୋହିବାକୁ ପ୍ରତି ଗ୍ରାମରେ ରହିବ ହାଲୁକା ଷ୍ଟ୍ରେଚର୍। ବିଷାକ୍ତ ସାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଗାଁରେ ଲଗାଯିବ ସାପ ସମ୍ପର୍କିତ ସୂଚନା ପୋଷ୍ଟର। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର କିଛି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆଧାରରେ ଏହି ରଣନୀତି ଆପଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଆମ ରାଜ୍ୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ଯୋଗାଇ ଦିଆଯାଉଛି। ଏହାସତ୍ତ୍ୱେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି। ରାଜ୍ୟରେ ଯେତିକି ସାପ କାମୁଡା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପ କାମୁଡା। ୨୫ରୁ ୩୦ ସାପ କାମୁଡା ମୃତ୍ୟୁ କେଇ ଘଣ୍ଟା ଭିତରେ ଘଟୁଛି। ଯେତେବେଳେ କି ବିଷ ଶରୀରକୁ ବ୍ୟାପି ନ ଥାଏ। ଏସବୁ କ୍ଷେତ୍ରରେ ସାପ କାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ବରଣ କରୁଛନ୍ତି। କେଉଁଟା ବିଷାକ୍ତ ସାପ, କେଉଁଟା ନୁହେଁ, ସେନେଇ ଲୋକଙ୍କ ଭିତରେ ସଚେତନତା ବଢାଇବାକୁ ପଡ଼ିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ସାପ କାମୁଡ଼ା ଲୋକ ଚଲା ବୁଲା କରିବା ଅନୁଚିତ। ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବା କଥା। ରାଜ୍ୟରେ ବହୁତ ଲୋକ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରନ୍ତି। ଫଳରେ ଏହି ଚିକିତ୍ସା ବେଳେ ରକ୍ତରେ ବିଷ ସଂଚାର ଅଧିକ ହୋଇଯାଏ ଓ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ନ୍ତି। ଡାକ୍ତରମାନଙ୍କ ମଧ୍ୟରେ ମଧ୍ୟ ଆଣ୍ଟି ସ୍ନେକ ଭେନମ୍‌ ମେଡିସିନ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story