ପୋଲାଭରମ୍ ପ୍ରକଳ୍ପ: ଆସନ୍ତାକାଲି ଭୁବନେଶ୍ୱର ଓ ଅବିଭକ୍ତ କୋରାପୁଟରେ ହରତାଳ କରିବ ବିଜେଡି

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଓ କେନ୍ଦ୍ରର ପାତରଅନ୍ତର ନୀତି ପ୍ରତିବାଦରେ ଆସନ୍ତାକାଲି ଭୁବନେଶ୍ୱର ଓ ଅବିଭକ୍ତ କୋରାପୁଟରେ ବିଜେଡି ପକ୍ଷରୁ ହରତାଳ କରାଯିବ। ଏହାସହ ରାଜଭବନ ଆଗରେ ଧାରଣ ମଧ୍ୟ ଦିଆଯିବ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ହରତାଳ ଦିଆଯିବ। ଏହି ସମୟରେ ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରଖିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ସଂଘକୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ […]

bjd

bjd

Rakesh Mallick
  • Published: Wednesday, 06 January 2016
  • Updated: 07 January 2016, 02:11 AM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଓ କେନ୍ଦ୍ରର ପାତରଅନ୍ତର ନୀତି ପ୍ରତିବାଦରେ ଆସନ୍ତାକାଲି ଭୁବନେଶ୍ୱର ଓ ଅବିଭକ୍ତ କୋରାପୁଟରେ ବିଜେଡି ପକ୍ଷରୁ ହରତାଳ କରାଯିବ। ଏହାସହ ରାଜଭବନ ଆଗରେ ଧାରଣ ମଧ୍ୟ ଦିଆଯିବ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ହରତାଳ ଦିଆଯିବ। ଏହି ସମୟରେ ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରଖିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ସଂଘକୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଟ୍ୱଇଟ୍ କରି ଲେଖିଛନ୍ତି ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ତା’ର ଅଧିକାର ପାଇଁ ଲଢେଇ କରିବ।

କୋରାପୁଟ ସାଂସଦ ଝିହ୍ନ ହିକକ୍କା କହିଛନ୍ତି, ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁଠୁ ବଡ ସମସ୍ୟା ଭାବେ ଏବେ ପୋଲାଭରମ ମୁଣ୍ଡ ଟେକିଛି। କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ କରି ଆଦିବାସୀ ମାରଣନୀତି ଆପଣେଇଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ବହୁ ଆଦବାସୀଙ୍କ ଘର ବୁଡି ଯିବ। ଏଥିପାଇଁ ଆସନ୍ତାକାଲି ହରତାଳ କରାଯିବ।

ବିଜେପି ବିଧାୟକ ଦଳର ନେତା ବସନ୍ତ ପଣ୍ଡା କହିଛନ୍ତି ଯେ, ରାସନକାର୍ଡରେ ବିଜେଡି ଅନିୟମିତତା ପଦାକୁ ଆସିବା ପରେ ଦଳ ହତାଶ ହୋଇଯାଇଛି। ଏଥିରୁ ଧ୍ୟାନ ହଟାଇବାକୁ ଦଳ ଏପରି ନାଟକ କରୁଛି। ଏଥିରେ ବିଜେପିର କିଛି କହିବାର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story