ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ରୀୟ ନିଷ୍ପତ୍ତିରେ ଅସଙ୍ଗତି ରହିଛି: ଜଳସମ୍ପଦ ସଚିବ

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପରେ କେନ୍ଦ୍ରୀୟ ନିଷ୍ପତ୍ତିରେ ଅସଙ୍ଗତି ରହିଛି। ଏ ନେଇ ଏକ ରିପୋର୍ଟ ହାଉସ କମିଟିକୁ ଦିଆଯାଇଛି ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପୋଲାଭାରମ୍ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳର ଲୋକଙ୍କୁ ନେଇ ପଲ୍ଲୀସଭା କରାଯାଇନାହିଁ। ଏପରି କି ପ୍ରକଳ୍ପ ଲାଗି ପରିବେଶ ମଞ୍ଜୁରୀ ଓ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର କ୍ଲିୟରାନ୍ସ ନିଆଯାଇ ନ ଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

polabharam

polabharam

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 03:25 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story