ପୁରୀ ଟ୍ରେନ ପୋଡି ଘଟଣା: ମୁଖ୍ୟ ଅଭିଯୁକ୍ତ ସୁବାସକୁ ପଚରା ଉଚରା କରିବ ସିଆଇଡି ଟିମ୍

ପୁରୀ: ପୁରୀ ଷ୍ଟେସନରେ ସିରିଜ୍ ଟ୍ରେନ ପୋଡି  ଘଟଣାର ମୁଖ୍ୟ  ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସଙ୍କୁ ପୁଣି ଥରେ ୬ ଦିନ ରିମାଣ୍ଡରେ ନେଇ ପଚରାଉଚୁରା ଜିଆରପି କରୁଛି। ରାମଚନ୍ଦ୍ରନକୁ ଜେରା ପାଇଁ ଖଡଗପୁରରୁ ଆସିଥିବା ଏକ ସିଆଇଡି ଟିମ୍ ପୁରୀରେ ପହଞ୍ଚିଛି। ଖଡଗପୁର ଷ୍ଟେସନରେ ଏକ ଟ୍ରେନ ପୋଡି ଘଟଣାରେ ରାମଚନ୍ଦ୍ରନକୁ ଜେରା କରିବ ଏହି ଟିମ୍। ପୂର୍ବରୁ ଉତ୍ତରାଖଣ୍ଡର ହରିଦ୍ୱାର ରେଲବାଇ ପୋଲିସ ମଧ୍ୟ ପୁରୀ ଆସି ରାମଚନ୍ଦ୍ରନର ବୟାନ ରେକର୍ଡ କରିସାରିଛି। ସେପଟେ ଜାତୀୟ ତଦନ୍ତକାରୀ […]

puri train-podi-ra-mukya-abhijukta-subas

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 03:09 PM IST

Sports

Latest News

ପୁରୀ: ପୁରୀ ଷ୍ଟେସନରେ ସିରିଜ୍ ଟ୍ରେନ ପୋଡି  ଘଟଣାର ମୁଖ୍ୟ  ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସଙ୍କୁ ପୁଣି ଥରେ ୬ ଦିନ ରିମାଣ୍ଡରେ ନେଇ ପଚରାଉଚୁରା ଜିଆରପି କରୁଛି। ରାମଚନ୍ଦ୍ରନକୁ ଜେରା ପାଇଁ ଖଡଗପୁରରୁ ଆସିଥିବା ଏକ ସିଆଇଡି ଟିମ୍ ପୁରୀରେ ପହଞ୍ଚିଛି। ଖଡଗପୁର ଷ୍ଟେସନରେ ଏକ ଟ୍ରେନ ପୋଡି ଘଟଣାରେ ରାମଚନ୍ଦ୍ରନକୁ ଜେରା କରିବ ଏହି ଟିମ୍। ପୂର୍ବରୁ ଉତ୍ତରାଖଣ୍ଡର ହରିଦ୍ୱାର ରେଲବାଇ ପୋଲିସ ମଧ୍ୟ ପୁରୀ ଆସି ରାମଚନ୍ଦ୍ରନର ବୟାନ ରେକର୍ଡ କରିସାରିଛି। ସେପଟେ ଜାତୀୟ ତଦନ୍ତକାରୀ ଏଜେନ୍ସ-ଏନଆଇଏ  ରାମଚନ୍ଦ୍ରନଙ୍କୁ ପଚରା ଉଚରା କରିସାରିଛି। ରାମଚନ୍ଦ୍ରନ କାହା କାହା ସହ ଲିଙ୍କ୍ ରଖିଥିଲା ସେନେଇ ପୁରୀ ପୋଲିସ, ରେଳାବାଇ ପୋଲିସ, ରାଜ୍ୟ ଗୋଇନ୍ଦା ବିଭାଗ, ତଥା ଏନଆଇଏ ଆଦି ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story