ଟଙ୍କା ଗାଡ଼ି ହାଇଜାକ କରି ୨୪ ଲକ୍ଷ ଟଙ୍କା ଲୁଟ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଞ୍ଜାମର ଗୋଳନ୍ଥରା ନିକଟରେ ବଡ଼ଧରଣର ଲୁଟ୍‌ ହୋଇଛି। ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡ଼ି ଅପହରଣ କରାଯାଇଛି । ATMରେ ଟଙ୍କା ଭରିବାକୁ ନିୟୋଜିତ ଗାଡ଼ି ଅପହରଣ ହୋଇଛି। ଗାଡ଼ିକୁ ଠାବ କରିଛି ପୁଲିସ। ୨୪ ଲକ୍ଷ ଟଙ୍କା ଗାଏବ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ATMରେ ଟଙ୍କା ଭରିବାକୁ AGS ସଂସ୍ଥା ଗାଡ଼ି ବାହାରିଥିଲା।  ଗାଡ଼ିରେ ୨୬ ଲକ୍ଷ ଥିଲା। ଡ୍ରାଇଭର ସହ ୪ କର୍ମଚାରୀ ଥିଲେ। ଗୋଟିଏ ATMରେ ୨ […]

6hm

6hm

Tapas Behera
  • Published: Wednesday, 18 August 2021
  • Updated: 18 August 2021, 06:20 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଞ୍ଜାମର ଗୋଳନ୍ଥରା ନିକଟରେ ବଡ଼ଧରଣର ଲୁଟ୍‌ ହୋଇଛି। ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡ଼ି ଅପହରଣ କରାଯାଇଛି । ATMରେ ଟଙ୍କା ଭରିବାକୁ ନିୟୋଜିତ ଗାଡ଼ି ଅପହରଣ ହୋଇଛି। ଗାଡ଼ିକୁ ଠାବ କରିଛି ପୁଲିସ। ୨୪ ଲକ୍ଷ ଟଙ୍କା ଗାଏବ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ATMରେ ଟଙ୍କା ଭରିବାକୁ AGS ସଂସ୍ଥା ଗାଡ଼ି ବାହାରିଥିଲା।  ଗାଡ଼ିରେ ୨୬ ଲକ୍ଷ ଥିଲା। ଡ୍ରାଇଭର ସହ ୪ କର୍ମଚାରୀ ଥିଲେ। ଗୋଟିଏ ATMରେ ୨ ଲକ୍ଷ ଲୋଡ୍ କରି ଅନ୍ୟ ATMକୁ ଯାଉଥିଲେ। ୩ ଜଣ ATM ଭିତରକୁ ଯାଇଥିବା ବେଳେ ଗାଡ଼ିରେ ଡ୍ରାଇଭର ଥିଲେ। କିଛି ସମୟ ପରେ ଡ୍ରାଇଭର ଓ ଗାଡ଼ି ନଥିବା ଦେଖିଥିଲେ ୩ କର୍ମଚାରୀ। ଥାନାରେ ଖବର ପରେ ପୁଲିସ ଗୋଳନ୍ଥରାରୁ ଗାଡ଼ି ଠାବ କରିଥିଲା।

ଗାଡ଼ିରେ ଡ୍ରାଇଭର ଅଚେତ ପଡ଼ିଥିଲେ ବି ସମସ୍ତ ଟଙ୍କା ଗାଏବ ହୋଇଯାଇଛି। ଅଚେତ ଥିବା ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସର ତନାଘନା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story