ଏଆଇଏଡିଏମକେରୁ ବିଦା ହେଲେ ଶଶିକଳା

ଚେନ୍ନାଇ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲରେ ଦଣ୍ଡ ଭୋଗୁଥିବା ଭି.କେ. ଶଶିକଳାଙ୍କୁ ଏଆଇଏଡିଏମକେରୁ ବହିଷ୍କାର କରାଯାଇଛି। ଆଜି ଚେନ୍ନାଇରେ ଏଆଇଏଡିଏମକେର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ସାଧାରଣ ସଂପାଦକ ପଦକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଏଣିକି ଦଳରେ ଆଉ କେହି ସାଧାରଣ ସଂପାଦକ ରହିବେନି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜେ. ଜୟଲଳିତାଙ୍କୁ ଦଳର ସ୍ଥାୟୀ ସାଧାରଣ ସମ୍ପାଦକ ଘୋଷଣା କରାଯାଇଛି। ବୈଠକରେ ୨ ହଜାରରୁ ଅଧିକ ଦଳୀୟ କର୍ମକର୍ତ୍ତା […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 02:58 PM IST

Sports

Latest News

ଚେନ୍ନାଇ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲରେ ଦଣ୍ଡ ଭୋଗୁଥିବା ଭି.କେ. ଶଶିକଳାଙ୍କୁ ଏଆଇଏଡିଏମକେରୁ ବହିଷ୍କାର କରାଯାଇଛି। ଆଜି ଚେନ୍ନାଇରେ ଏଆଇଏଡିଏମକେର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ସାଧାରଣ ସଂପାଦକ ପଦକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଏଣିକି ଦଳରେ ଆଉ କେହି ସାଧାରଣ ସଂପାଦକ ରହିବେନି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜେ. ଜୟଲଳିତାଙ୍କୁ ଦଳର ସ୍ଥାୟୀ ସାଧାରଣ ସମ୍ପାଦକ ଘୋଷଣା କରାଯାଇଛି।

ବୈଠକରେ ୨ ହଜାରରୁ ଅଧିକ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କୁ ୧୧ ଜଣିଆ ଷ୍ଟିଅରିଂ ଦଳର ମୁଖ୍ୟ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମାଡ୍ରାସ ହାଇକୋର୍ଟର ଅନୁମତି ନେବାକୁ ପଡିବ। ବୈଠକରେ ଶଶିକଳାଙ୍କୁ ସମର୍ଥନ କରୁଥିବା ୧୮ଜଣ ବିଧାୟକ ଅନୁପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story