ଶିନା ବୋରା ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ

ମୁମ୍ୱାଇ: ଦେଶର ବହୁଚର୍ଚ୍ଚିତ ଶିନାବୋରା ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରିବ। ଶୁକ୍ରବାର ମହାରାଷ୍ଟ୍ର ସରକାର ଏହି ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରିବ ବୋଲି ସୂଚନା ଦେଇଛନ୍ତି। ମୁମ୍ୱାଇ ପୋଲିସ ସିପି ରାକେଶ ମାରିଆ ଏହି ମାମଲାର ଯାଞ୍ଚ କରୁଥିଲେ। ୨୦୧୨ ଏପ୍ରିଲ ୨୪ ତାରିଖରେ ଶିନାଙ୍କ ମୃତଦେହ ରାୟଗଡ ଜଙ୍ଗଲରୁ ମିଳିଥିଲା। ଶିନାଙ୍କ ମାଆ ଇନ୍ଦ୍ରାଣୀ, ତାଙ୍କ ପୂର୍ବତନ ପତି ସଞ୍ଜିବ ଖାନ୍ନା ଏବଂ ଡ୍ରାଇଭର କାରରେ ଶିନାଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହକୁ ଟୁକୁରା […]

Sheena-Bora

Sheena-Bora

Rakesh Mallick
  • Published: Friday, 18 September 2015
  • Updated: 18 September 2015, 02:38 PM IST

Sports

Latest News

ମୁମ୍ୱାଇ: ଦେଶର ବହୁଚର୍ଚ୍ଚିତ ଶିନାବୋରା ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରିବ। ଶୁକ୍ରବାର ମହାରାଷ୍ଟ୍ର ସରକାର ଏହି ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରିବ ବୋଲି ସୂଚନା ଦେଇଛନ୍ତି। ମୁମ୍ୱାଇ ପୋଲିସ ସିପି ରାକେଶ ମାରିଆ ଏହି ମାମଲାର ଯାଞ୍ଚ କରୁଥିଲେ।

୨୦୧୨ ଏପ୍ରିଲ ୨୪ ତାରିଖରେ ଶିନାଙ୍କ ମୃତଦେହ ରାୟଗଡ ଜଙ୍ଗଲରୁ ମିଳିଥିଲା। ଶିନାଙ୍କ ମାଆ ଇନ୍ଦ୍ରାଣୀ, ତାଙ୍କ ପୂର୍ବତନ ପତି ସଞ୍ଜିବ ଖାନ୍ନା ଏବଂ ଡ୍ରାଇଭର କାରରେ ଶିନାଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହକୁ ଟୁକୁରା ଟୁକୁରା କରି ରାୟଗଡ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story