ସ୍ମାର୍ଟସିଟି ଭୁବନେଶ୍ୱରର କେମିତି ରହିବ ରୂପରେଖ: ବିଏମସି ପକ୍ଷରୁ ଆଜି ବସୁଛି ପ୍ରଥମ ବୈଠକ

ଭୁବନେଶ୍ୱର: ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ଭୁବନେଶ୍ୱର ଓ ରାଉରକେଲା। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟସିଟି ହେବାକୁ ଥିବା ରାଜଧାନୀ ସହରର ରୁପରେଖ କେମିତି ହେବ। ସେ ନେଇ ଆଜି ବସୁଛି ପ୍ରଥମ ବୈଠକ। ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଉନ୍ନୟନ କମିଶନର, ପୋଲିସ କମିଶନର, ବିଏମସି କମିଶନରଙ୍କ ସମେତ ରାଜ୍ୟ ସରକାରଙ୍କ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଯୋଗ ଦେବେ। ବୈଠକରେ ସ୍ମାର୍ଟସିଟି ନେଇ ବିଏମସି ପକ୍ଷରୁ ଏକ ପୋର୍ଟାଲ୍ ଶୁଭାରମ୍ଭ […]

pipili

pipili

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 08:48 AM IST

Sports

Latest News

ଭୁବନେଶ୍ୱର: ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ଭୁବନେଶ୍ୱର ଓ ରାଉରକେଲା। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟସିଟି ହେବାକୁ ଥିବା ରାଜଧାନୀ ସହରର ରୁପରେଖ କେମିତି ହେବ। ସେ ନେଇ ଆଜି ବସୁଛି ପ୍ରଥମ ବୈଠକ। ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଉନ୍ନୟନ କମିଶନର, ପୋଲିସ କମିଶନର, ବିଏମସି କମିଶନରଙ୍କ ସମେତ ରାଜ୍ୟ ସରକାରଙ୍କ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଯୋଗ ଦେବେ। ବୈଠକରେ ସ୍ମାର୍ଟସିଟି ନେଇ ବିଏମସି ପକ୍ଷରୁ ଏକ ପୋର୍ଟାଲ୍ ଶୁଭାରମ୍ଭ ହେବାର ବ୍ୟବସ୍ଥା ରହିଛି। ଏହି ପୋର୍ଟାଲ ଜରିଆରେ ରାଜଧାନୀ ବାସିନ୍ଦା ସ୍ମାର୍ଟସିଟି ଗଠନ ନେଇ ନିଜ ମତାମତ ଓ ପରାମର୍ଶ ଦେଇପାରିବେ। ସେହିପରି ସହରର ବିକାଶ ନେଇ ବରିଷ୍ଟ ନାଗରିକ, ଯୁବକ, ବ୍ୟବସାୟୀ, ଉଦ୍ୟଗୀ, ନିବେଶଙ୍କ ସହ ଆଲୋଚନା ମଧ୍ୟ କରାଯିବ। ଭୁବନେଶ୍ୱର ସହର ସମେତ ସହର ଭିନ୍ନ ଭିନ୍ନ ଅଚଂଳରେ କେଉଁ କେଉଁ କ୍ଷେତ୍ରରେ ସହରବାସୀ ବିକାଶ ଚାହୁଛନ୍ତି ସନେଇ ମଧ୍ୟ ମତାମତ ନିଆଯିବ।।
ପୂର୍ବରୁ କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ସହରର ମାନ ନିର୍ଦ୍ଧାରଣ କରିଥିଲେ। ଶହେ ପଏଣ୍ଟରୁ ଭୁବନେଶ୍ୱରକୁ ୭୦, ରାଉରକେଲାକୁ ୬୧.୧୧ ଏବଂ କଟକ, ବ୍ରହ୍ମପୁର ଓ ସମ୍ୱଲପୁରକୁ ୬୦ ଲେଖାଏଁ ପଏଣ୍ଟ ମିଳିଥିଲା। ତେବେ ୫ ସହରର ତାଲିକା କେନ୍ଦ୍ରକୁ ପଠାଇଥିଲେ ରାଜ୍ୟ ସରକାର। ତେବେ ଭୁବନେଶ୍ୱର ଓ ରାଉରକେଲା ଉପରେ ମୋହର ଲଗାଇଥିଲେ କେନ୍ଦ୍ରସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story