ସାଲେପୁର: ମାହାଙ୍ଗା ବ୍ଲକ କାଳିଅଣ୍ଟି ଗାଁରେ ଥିବା ଭାଗବତ ଗାଦି ଠାକୁର ଘରୁ ୩ଟି ନାଗସାପ ଉଦ୍ଧାର, ଅଧିକ ସାପ ସନ୍ଦେହରେ ସ୍ନେକ୍ ହେଲ୍ପ ଲାଇନର ସହାୟତା ଲୋଡ଼ାଗଲା