ସୋହେଲାରେ ବିଜେଡିର ଚାଷୀ ସମାବେଶ ପୂର୍ବରୁ ବିରୋଧୀ ଅଟକ

ବରଗଡ: ବରଗଡ ଜିଲ୍ଲା ସୋହେଲାଠାରେ ଆଜି ବିଜେଡି ଚାଷୀ ସମାବେଶ କରୁଛି। ଏହି ସମାବେଶରେ ବିରୋଧୀମାନେ ପ୍ରତିବନ୍ଧକ ସୃଷ୍ଟି କରିବା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମାବେଶରେ ବିଶୃଙ୍ଖଳା ଆଶଙ୍କାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ସମେତ ଶତାଧିକ କର୍ମୀଙ୍କୁ ଅଟକ ରଖାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ, ସୁଧୁ ନେପାକ ଏବଂ କୃଷକ ନେତା ଲିଙ୍ଗରାଜଙ୍କୁ ପୋଲିସ ଅଟକ ରଖିଛି।

birodhi giraf

birodhi giraf

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 10:11 AM IST

Sports

Latest News

ବରଗଡ: ବରଗଡ ଜିଲ୍ଲା ସୋହେଲାଠାରେ ଆଜି ବିଜେଡି ଚାଷୀ ସମାବେଶ କରୁଛି। ଏହି ସମାବେଶରେ ବିରୋଧୀମାନେ ପ୍ରତିବନ୍ଧକ ସୃଷ୍ଟି କରିବା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମାବେଶରେ ବିଶୃଙ୍ଖଳା ଆଶଙ୍କାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ସମେତ ଶତାଧିକ କର୍ମୀଙ୍କୁ ଅଟକ ରଖାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ, ସୁଧୁ ନେପାକ ଏବଂ କୃଷକ ନେତା ଲିଙ୍ଗରାଜଙ୍କୁ ପୋଲିସ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos