ଜାଣନ୍ତୁ ପୃଥିବୀ ସମ୍ପର୍କରେ କିଛି ରୋଚକ ଆଉ ରହସ୍ୟଜନକ ତଥ୍ୟ

ପୃଥିବୀକୁ ନେଇ ବହୁ ଲୋକ ବହୁତ କଥା କହିଥାନ୍ତି। ପୃଥିବୀର ସୃଷ୍ଟିର ରହସ୍ୟ, ଏହାର ଜୀବସତ୍ତାକୁ ନେଇ ମଧ୍ୟ ବହୁ କଥା ରହିଛି ଓ ଏହା ଆମେ ପାଠରେ ମଧ୍ୟ ପଢୁଛନ୍ତି। ସୌରଜଗତରେ ନୀଳ ଗ୍ରହ ଭାବେ ପରିଚିତ ଆମ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ସମ୍ଭବ ହୋଇଛି। ଆଜି ଆମ ପୃଥିବୀର ଏମିତି କିଛି ଜଣାଅଜଣା କଥାକୁ ନେଇ  ବିଶେଷ ଉପସ୍ଥାପନା। ୧. ପୃଥିବୀର ଓଜନ ପ୍ରାୟ ୫.୯୭୪ ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ (6 septillion) […]

earth-1

earth-1

Rakesh Mallick
  • Published: Monday, 15 January 2018
  • Updated: 16 January 2018, 12:49 AM IST

Sports

Latest News

ପୃଥିବୀକୁ ନେଇ ବହୁ ଲୋକ ବହୁତ କଥା କହିଥାନ୍ତି। ପୃଥିବୀର ସୃଷ୍ଟିର ରହସ୍ୟ, ଏହାର ଜୀବସତ୍ତାକୁ ନେଇ ମଧ୍ୟ ବହୁ କଥା ରହିଛି ଓ ଏହା ଆମେ ପାଠରେ ମଧ୍ୟ ପଢୁଛନ୍ତି। ସୌରଜଗତରେ ନୀଳ ଗ୍ରହ ଭାବେ ପରିଚିତ ଆମ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ସମ୍ଭବ ହୋଇଛି। ଆଜି ଆମ ପୃଥିବୀର ଏମିତି କିଛି ଜଣାଅଜଣା କଥାକୁ ନେଇ  ବିଶେଷ ଉପସ୍ଥାପନା।

୧. ପୃଥିବୀର ଓଜନ ପ୍ରାୟ ୫.୯୭୪ ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ (6 septillion) କିଲୋଗ୍ରାମ। ଯାହା ‍‍ବ୍ଲ୍ୟୁ ହ୍ୱେଲ୍‌ ଓଜନ ୫୪,୮୦୭,୩୩୯,୪୪୯,୫୪୧,୨୮୪,୪୦୩ (ପ୍ରାୟ ୫୫ Quintillion) ସହ ପ୍ରାୟ ସମାନ। ଏହି ଜୀବ ପୃଥିବୀର ସବୁଠାରୁ ଓଜନିଆ ପ୍ରାଣୀ।

୨. କୁହାଯାଏ ପୃଥିବୀ ନିଜକୁ ଥରୋଟିଏ ପରିକ୍ରମା କରିବାକୁ ୨୪ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହା ଠିକ୍‌ ୨୪ ଘଣ୍ଟା ନୁହଁ।  ଏହାର ପ୍ରକୃତ ସମୟ ହେଉଛି ୨୩ ଘଣ୍ଟା ୫୬ ମିନିଟ୍‌ ୪ ସେକେଣ୍ଡ।

୩. ପୃଥିବୀର ୩୬୫ ଦିନକୁ ୧ ବର୍ଷର ମାନକ ବୋଲି ଧରାଯାଏ। କିନ୍ତୁ ତାହା ନିର୍ଦ୍ଦିଷ୍ଟ ନୁହେଁ। ଏହା ଠାରୁ ଟିକେ ଅଧିକ। ତାହା ହେଲା  ୩୬୫.୨୫୬୪ ଦିନ। ଯାହା ପ୍ରତିବର୍ଷ  ଫେବୃଆରୀ ଶେଷ ଭାଗରେ ଜଡ଼ିତ ହୋଇଥାଏ। ତେଣୁ ପ୍ରତି ୪ ବର୍ଷରେ ଥରେ ଫେବୃଆରୀ ୨୮ ଦିନ ବଦଳରେ ୨୯ ଦିନ ହୋଇଥାଏ।

୪. ପୃଥିବୀକୁ ବ୍ଲ୍ୟୁ ପ୍ଲାଣ୍ଟ୍ (ନୀଳ ଗ୍ରହ) କାହିଁକି କୁହାଯାଏ ଜାଣିଛନ୍ତି ? ଏହାର କାରଣ ହେଉଛି ଏହାର  ୭୦ ଭାଗ ଅଞ୍ଚଳରେ  ପାଣି ଭରି ରହିଛି। ଏଥିପାଇଁ ମହାକାଶରୁ ନୀରିକ୍ଷଣ କଲେ ପୃଥିବୀ ନୀଳ ଦେଖାଯାଇଥାଏ।

୫. ପୃଥିବୀରେ ଥିବା ୭୦ ପ୍ରତିଶତ ପାଣି ମଧ୍ୟରୁ ୯୭ ପ୍ରତିଶତ ପାଣି ଲୁଣିଆ। କେବଳ ୩ ପ୍ରତିଶତ ପାଣି ପିଇବା ଯୋଗ୍ୟ।

୬. ପୃଥିବୀରେ ଥିବା ୩ ପ୍ରତିଶତ ପାଣି ମଧ୍ୟରୁ ୨ ପ୍ରତିଶତରୁ ଅଧିକ ବରଫ ଅବସ୍ଥାରେ ଗ୍ଲେସିୟରରେ ରହିଥାଏ। ଅର୍ଥାତ ୧ ପ୍ରତିଶତ ପିଇବା ଯୋଗ୍ୟ ପାଣି ନଦୀ ଓ ଝରଣାରେ ରହିଛି।

୭. ଭୂ-ଭାଗରେ ଯଥେଷ୍ଟ ମାତ୍ରାରେ ପାଣି ଥିବାରୁ ସୂର୍ଯ୍ୟକିରଣ ଏଥିରେ ପ୍ରତିଫଳିତ ହୋଇଥାଏ। ଏଥିପାଇଁ ଦୂରରୂ ଦେଖିଲେ ପୃଥିବୀ  ଉଜ୍ୱଳ (Brightest Planets) ଦେଖା ଯାଇଥାଏ।

୮. ପୃଥିବୀ ୩ଟି ସ୍ତରକୁ ନେଇ ଗଠିତ। ଏହା ହେଉଛି ପୃଷ୍ଠଭାଗ (The Crust), ମେଣ୍ଟାଲ୍‌ (The Mantle) ଓ କୋର (The Core)।

୯. Crustରେ ୩୨ ପ୍ରତିଶତ ଲୌହ , ୩୦ ପ୍ରତିଶତ ଅକ୍ସିଜେନ୍, ୧୫ ପ୍ରତିଶତ ସିଲିକନ୍, ୧୪ ପ୍ରତିଶତ ମ୍ୟାଗନେସିୟମ୍, ୩ ପ୍ରତିଶତ ସଲଫର୍‌, ୨ ପ୍ରତିଶତ ନିକେଲ୍‌, ୪ ପ୍ରତିଶତ କ୍ୟାଲସିୟମ୍, ଆଲୁମିନିୟମ ଓ ଅନ୍ୟ ବିଭିନ୍ନ ତତ୍ତ୍ୱ ରହିଛି।

୧୧. ପୃଥିବୀର ମେଣ୍ଟାଲସ୍ତର ହେଉଛି ସବୁଠାରୁ ମୋଟା। ଏହାର ମୋଟେଇ ୨୯୭୦ କିମି, ଯାହା ପୃଥିବୀର ମୋଟ ମୋଟେଇର ୮୪ ପ୍ରତିଶତ।

୧୨. ପୃଥିବୀରେ ଦୁଇଟି ସ୍ତର ରହିଛି। ଗୋଟେ  ବାହ୍ୟ ଏବଂ ଅନ୍ୟଟି ଆଭ୍ୟନ୍ତର ସ୍ତର। ଉଭୟ ସ୍ତର ଲୌହ ଓ ନିକେଲର ସମ୍ମିଶ୍ରଣରେ ତିଆରି ହୋଇଛି।

୧୩. ପୃଥିବୀର ବାହାରସ୍ତର ତରଳ ଅବସ୍ଥାରେ ଥିବା ବେଳେ ଭିତରସ୍ତର ସୂର୍ଯ୍ୟପରି କଠିନ।

୧୪-ଆମ ସୌରମଣ୍ଡଳରେ ପୃଥିବୀ ଏକ ମାତ୍ର ଗ୍ରହ ଯାହାର ୩ଟି ସ୍ତରରେ ପାଣି ରହିଛି। (Liquid, Soli and Gas)

୧୫. ପୃଥିବୀ ଉପରେ ପ୍ରତି ସକେଣ୍ଡରେ ୧୦୦ ଥର ଆଲୋକ ପଡ଼ିଥାଏ। ଗୋଟିଏ ଦିନରେ ୮.୬ ଲକ୍ଷ ଥର ଆଲୋକ ପଡ଼ିଥାଏ।

୧୬. ସମଗ୍ର ସୌରମଣ୍ଡଳରେ ସୂର୍ଯ୍ୟଗ୍ରହଣ କେବଳ ପୃଥିବୀ ଉପରେ ହୋଇଥାଏ। ଅନ୍ୟ କୌଣସି ଗ୍ରହ ନୁହଁ।

୧୭. ବାସ୍ତବରେ ପୃଥିବୀର ଆକାର ଗୋଲ ନୁହେଁ, ଏହା Geoid । ଘୁରୁଥିବା ଯୋଗୁଁ ପୃଥିବୀ ଗୋଲ ଦେଖାଯାଇଥାଏ।

୧୮. ପୃଥିବୀରେ ଜୀବନର ଅସ୍ତିତ୍ୱ ୧୫୦ରୁ ୨୦୦ ନିୟୁତ ବର୍ଷରୁ ରହିଛି। ଯାହା ୫ ଅରବ ବର୍ଷ ଠାରୁ ପୁରୁଣା ।

୧୯. ମୋଟ ଉପରେ ପୃଥିବୀ ୬୬ ଡିଗ୍ରୀ ପର୍ଯ୍ୟନ୍ତ ନଇଁ ଥାଏ।

୨୦. ଆମ ସୌରମଣ୍ଡଳର ପୃଥିବୀର ଘନତ୍ୱ ସବୁଠାରୁ ଅଧିକ। ଏହା ୫.୫୨ ଗ୍ରାମ ପ୍ରତି ଘନ ସେଣ୍ଟିମିଟର ସହିତ ଅନ୍ୟ ଗ୍ରହ ଠାରୁ ଅଧିକ।

୨୧. ସୌରଜଗତରେ ଦ୍ୱିତୀୟ ସର୍ବାଧିକ ଘନତ୍ୱ ବିଶିଷ୍ଟ ଗ୍ରହ ହେଲା ବୁଧ। ଏହାର ଘନତ୍ୱ ୫.୪୨୭ ଗ୍ରାମ ପ୍ରତି ଘନତ୍ୱ ସେଣ୍ଟିମିଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story