ସୋନିଆ ଗଲେ ବିଦେଶ, ରାହୁଲ ସମ୍ଭାଳିବେ ଦଳ

ନୂଆଦିଲ୍ଲୀ: ଚିକିତ୍ସା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ବିଦେଶ ଗସ୍ତ କରିଛନ୍ତି। ସେ ସେଠାରେ ପ୍ରାୟ ୧୫ ଦିନ ରହିବେ ବୋଲି ଜଣାପଡ଼ିଛି। ସେ ମାର୍ଚ୍ଚ ୨୨ ତାରିଖରେ ଫେରିବେ ବୋଲି ସୂଚନା ରହିଛି। ତାଙ୍କ ଅନୁପସ୍ଥିତିରେ ରାହୁଲ ଗାନ୍ଧୀ ଦଳର ପରିଚଳନା ଦାୟିତ୍ୱ ବୁଝିବେ। ଆସନ୍ତାକାଲି ଏକ ଔପଚାରିକ ବୈଠକରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ।

sonia

sonia

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 05:51 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story