ସୋନପୁର: ତରଭା ବ୍ଲକ୍ କୟାଁପଦର ଗାଁର ଚାଷୀ ଶଙ୍ଖପାଣି ନାଗଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ, କୀଟନାଶକ ପିଇ ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି